Latest Odisha News

BREAKING NEWS

ବେଆଇନ ବନ୍ଧୁକ କାରବାରର ପର୍ଦ୍ଦାଫାସ: ଜଗତପୁରରୁ ୩ ବନ୍ଧୁକ ବେପାରୀ ଗିରଫ, ୪ ବନ୍ଧୁକ ଜବତ

କଟକ: ପୋଲିସ ପଞ୍ଝାରେ ୩ ବନ୍ଧୁକ ବେପାରୀ । ଏଟିଏମ୍ ଲୁଟ୍ ପାଇଁ ଯୋଜନା କରୁଥିବା ବେଳେ କଟକ ଜଗତପୁର ଅଞ୍ଚଳରୁ ଏମାନଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ନିକଟରୁ ୪ଟି ବନ୍ଧୁକ ସହ ୧୨ ରାଉଣ୍ଡ ଗୁଳି ଜବତ କରିଛି ଜଗତପୁର ଥାନା ପୋଲିସ । ଏଥି ସହ ସେମାନେ ବ୍ୟବହାର କରୁଥିବା ୨ଟି ବାଇକ ଓ ୩ଟି…

ରେକର୍ଡ ଭାଙ୍ଗିଲା ସୁନା ଦର, ୭୨ ହଜାର ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ: ଚାଲିଛି ବିବାହ ଋତୁ | ସୁନା କିଣା କିଣି କରୁଛନ୍ତି ଗ୍ରାହକ | ସୁନା ସମସ୍ତଙ୍କୁ ଭଲ ଲାଗିଥାଏ | ଯେତେ ମହଙ୍ଗା ହେଲେ ମଧ୍ୟ ସୁନା କିଣା ହୋଇଥାଏ | ବିବାହ ଋତୁ ଆସିଲେ ବଢିଯାଏ ସୁନା ଦର | ଯାହା ଯୋଗୁଁ ଚିନ୍ତିତ ହୋଇଯାନ୍ତି ଗ୍ରାହକ | ସୁନା ଦର ବୃଦ୍ଧିର କାରଣ ହେଉଛି…

୫ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟର ବଲାଙ୍ଗୀର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟିତ ହୋଇଥିବା ପ୍ରକଳ୍ପଗୁଡିକ ହେଲା – ବଲାଙ୍ଗିର ଜିଲ୍ଲାର ରୂପାନ୍ତରିତ ହରିଶଙ୍କର ମନ୍ଦିର,…

ରାଜ୍ୟରେ ଗଡ଼ିଲା ସଂକଳ୍ପ ରଥ: ଓଡ଼ିଶାବାସୀଙ୍କ ହେବ ଅଭିମତ ସଂଗ୍ରହ

ଭୁବନେଶ୍ବର: ପୁଣି ଥରେ ଦେଶରେ ମୋଦୀ ଶାସନ ଆଣିବାକୁ ବିଜେପିର କସରତ । ତୃତୀୟଥର ପାଇଁ ଶାସନ ଗାଦିରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ କରିଛି । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ସଂକଳ୍ପ ପତ୍ର ପାଇଁ ଆଜି ଅଭିମତ ସଂଗ୍ରହ…

ବିଭିନ୍ନ ଦାବି ନେଇ ସରପଞ୍ଚ ମହାସଂଘର ଧାରଣା, ଅଧାବାଟରେ ଅଟକାଇଲା ପୋଲିସ

ଭୁବନେଶ୍ବର: ରାଜରାସ୍ତାରେ ସରପଞ୍ଚ ମହାସଂଘ । ନାରା ଆମର ଦାବି ପୁରଣ ହେଉ ଚଳିବ ନାହିଁ, ଅଫିସରଙ୍କ ରାଜ । ହାତରେ ଦାବି ସମ୍ପର୍କିତ ଫ୍ଲାକାଡ ଧରି ଆନ୍ଦୋଳନକୁ ଓହ୍ଲାଇଲେ ସରପଞ୍ଚ ମହାସଂଘ । ଗ୍ରାମ ପଞ୍ଚାୟତକୁ କ୍ଷମତା ପୂର୍ଣ୍ଣ ଅନୁଦାନ, ଦରମା ବୃଦ୍ଧି, ଅବସରକାଳୀନ ମାସିକ ଭତ୍ତା ୫ ହଜାର…

ହରିୟାଣା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ, ଦ୍ଵାରକା ଏକ୍ସପ୍ରେସୱେର କଲେ ଶୁଭ ଉଦଘାଟନ

ଚଣ୍ଡିଗଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଗୁରୁଗ୍ରାମ ଗସ୍ତ କରିଛନ୍ତି । ସେଠାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ ୧୧୨ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାସହ ଦ୍ୱାରକା ଏକ୍ସପ୍ରେସୱେର ହରିୟାଣା ଭାଗ ଅଂଶକୁ ଉଦଘାଟନ କରିଛନ୍ତି ମୋଦୀ । ଏହି ଏକ୍ସପ୍ରେସୱେ…

ଜଳିଗଲା ପାୱାର ଗ୍ରୀଡ୍, ୧୫୦ଟି ଗାଁରେ ବିଦ୍ୟୁତ୍ ସେବା ଠପ୍

ବାଲେଶ୍ୱର: ବସ୍ତା-ଜଳେଶ୍ୱର ପାୱାର ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ପାୱାର ଗ୍ରୀଡ୍। ୧୫୦ରୁ ଅଧିକ ଗାଁରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଜଳେଶ୍ୱର ପାୱାର ଗ୍ରୀଡରେ ହଠାତ୍…

ଦମ୍ପତିଙ୍କ ଦେଶୀ ଯୁଗାଡ ଦେଖି ଲୋକେ କହିଲେ, ଓଃ ! କି ଚମତ୍କାର

ନୂଆଦିଲ୍ଲୀ: ଆମ ଦେଶର ଲୋକେ ଯୁଗାଡ ଲଗାଇ କଷ୍ଟକର କାମକୁ ସହଜ କରି ଦିଅନ୍ତି । ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଲୋକେ ଚକିତ ହେବା ସହ ଦମ୍ପତିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି । ଏହି ଭିଡିଓକୁ ପବ୍ ନାମକ ଏକ ଇନଷ୍ଟାଗ୍ରାମ…

ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା

ଅଷ୍ଟ୍ରେଲିଆ: ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା । ଅଳିଆ ଗଦାରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ତାଙ୍କ ସ୍ବାମୀ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନା ରହିଛି କି ଗଲା କିଛି ଦିନ ହେବ ମହିଳା କାହା ସମ୍ପର୍କରେ ନଥିଲେ…

ଉଲଗ୍ନ ହୋଇ ଓସ୍କାର ମଞ୍ଚକୁ ଆସିଲେ ଜନ୍ ସିନା, ଭିଡିଓ ଭାଇରାଲ

ଲସ ଆଞ୍ଜେଲସ: ଚଳିତ ବର୍ଷ ୯୬ତମ ଓସ୍କାର ଆୱାର୍ଡ ଘୋଷଣା କରାଯାଉଥିଲା ବେଳେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ପୁରସ୍କାର ଶୋ' ରେ WWE ରେସଲର ତଥା ଅଭିନେତା ଜନ ସିନା ସମସ୍ତଙ୍କ ହୋସ୍ ଉଡାଇ ଦେଇଛନ୍ତି । ଯାହାର ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ଶ୍ରେଷ୍ଠ ପୋଷାକ ଡିଜାଇନ…