Latest Odisha News

BREAKING NEWS

ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛି ବୋଲି ପାଣ୍ଡିଆନ ନିଶ୍ଚିତ କରିପାରିବେ କି: ସମୀର ମହାନ୍ତି

ଭୁବନେଶ୍ବର : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରରୁ ନକଲି ଚାବି ବ୍ୟବହାର କରି କିଛି ଚୋରି ହୋଇନାହିଁ। ଏହା ଭିକେ ପାଣ୍ଡିଆନ୍ ସ୍ପଷ୍ଟ କରିପାରିବେ କି? ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏହା ପ୍ରଶ୍ନ କରିଛନ୍ତି। ଦୀର୍ଘ ୪ ଦଶନ୍ଧି ପରେ ରତ୍ନଭଣ୍ଡାର ଖୋଲିବାକୁ…

ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ

ସମ୍ବଲପୁର: ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ । ଭୀମସାରର ଫାର୍ମାକୋଲୋଜି ବିଭାଗର ଏମଆରୟୁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବୁର୍ଲା ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି ।…

‘ତାମିଲ କୋଟେରୀ’ ନବୀନଙ୍କ ଡିପଫେକ ଭିଡିଓ ବ୍ୟବହାର କରୁଛି: ବୈଜୟନ୍ତ

ଭୁବନେଶ୍ୱର: ବିଭିନ୍ନ ସମୟରେ ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଭିଡିଓ ଜାରି କରୁଛି ତାକୁ ଡିପଫେକ ଭିଡିଓ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ସଂପୃକ୍ତ ଭିଡିଓର ସତ୍ୟତା ଉପରେ ସେ…

ସରକାରଙ୍କ ବଡ ନିଷ୍ପତି, ଚାରିଧାମ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ଇ-ସ୍ଵାସ୍ଥ୍ୟ ଧାମ ଆପ୍

ଡେରାଡୁନ: ଉତ୍ତରାଖଣ୍ଡ ସରକାରଙ୍କ ବଡ ପଦକ୍ଷେପ । ଚାରିଧାମ ଯାତ୍ରା ପାଇଁ ଆସୁଥିବା ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ବିଭାଗ ଏବଂ ୱିସ୍ ଫାଉଣ୍ଡେସନ ଦ୍ୱାରା ଇ-ସ୍ଵାସ୍ଥ୍ୟ ଧାମ ଆପ୍ ଲଞ୍ଚ କରାଯାଇଛି। ଭକ୍ତମାନଙ୍କୁ ଏହି ଆପରେ ସେମାନଙ୍କର ସମସ୍ତ…

ନିର୍ବାଚନ ବେଳେ ଜମୁଛି ଭୋଜି ଭାତର ଆସର, ଚିକେନ କିଲୋ ପହଁଚିଲାଣି ୩୦୦ ଟଙ୍କା

ବ୍ରହ୍ମପୁର: ନିର୍ବାଚନ ବେଳେ ଭୋଜି ଭାତର ଆସର ଜମୁଛି। ଏହାରି ଭିତରେ ଚିକେନ ଦାମ ବଢିଯାଇଛି। ସାଧାରଣତଃ ଏବେ ଚିକେନ ଘରେ ପ୍ରସ୍ତୁତ ହେଉଥିବା ସାଧାରଣ ତରକାରୀ ପାଲଟିଥିବା ବେଳେ ବର୍ଦ୍ଦିତ ଦରକୁ ନେଇ ଏବେ ଚିନ୍ତାରେ ଲୋକେ। ଦର ବୃଦ୍ଧି ପଛରେ ନିର୍ବାଚନ ପ୍ରଚାର ବୋଲି ଜଣାପଡ଼ିଛି।…

ବଦ୍ରି ପକାଉଛନ୍ତି ଚାପ! ଘଷିପୁରାରେ ପୋଲିସ ବିରୋଧରେ ସୌମ୍ୟ ପଟ୍ଟନାୟକଙ୍କ ବଡ଼ ଅଭିଯୋଗ

କେନ୍ଦୁଝର: ସରଗରମ ଘଷିପୁରା ରାଜନୀତି। ଏଥର ତ୍ରିକୋଣୀୟ ନୁହେଁ ବରଂ ବିଜେଡି ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେଉଛି ବୋଲି କୁହାଯାଉଛି। ଏବେର ଖଣ୍ଡପଡ଼ା ବିଧାୟକ ତଥା ସ୍ୱାଧୀନ ପ୍ରାର୍ଥୀ ମଙ୍ଗଳବାର ପୁଲିସ ପକ୍ଷପାତିତା କରୁଛି ବୋଲି ଅଭିଯୋଗ ଆଣି ଧାରଣା ଦେଇଛନ୍ତି।…

ଆରସିବି ପ୍ରଶଂସକଙ୍କୁ କ୍ଷମା ମାଗିଲେ ୱାଟସନ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୦୧୬ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରି ଟାଇଟଲ ଦାବୀଦାର ହୋଇଥିଲା । ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦଠାରୁ ଦଳ ପରାଜିତ ହୋଇଥିଲା । ଏଥିରେ ଶେନ ୱାଟସନ ୪ ଓଭରରେ ୬୧ ରନ ଦେଇ ଦଳର ମୂଖ୍ୟ ଖଳନାୟକ ସାଜିଥିଲେ । ବ୍ୟାଟିଂରେ ବି ସେ କିଛି ଖାସ…

କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍ ରେ ପୁନର୍ବାର ମତଦାନ କରିବାକୁ ବିଜେପରି ଦାବି

ଭୁବନେଶ୍ୱର: ଓଡିଶାର ଦ୍ବିତୀୟ ପର୍ଯାୟ ନିର୍ବାଚନ ବେଳେ କଣ୍ଟାମାଳ ବିଧାସଭା କ୍ଷେତ୍ରର ୨୬ ଓ ୨୯ ନମ୍ବର ବୁଥ୍‌କୁ ବିଜେଡି ଗୁଣ୍ଡାମାନେ ଜବର ଦଖଲ କରିଛନ୍ତି । ଏପରିକି ବୁଥ୍ ବାହାରେ ଭୋଟ୍ ଦେବାକୁ ଅପେକ୍ଷା କରିଥିବା ଭୋଟର ତଥା ବିଜେପି ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କୁ ପ୍ରବେଶ କରିବାକୁ…

ମନ୍ମଥଙ୍କ ପାଇଁ ନବୀନଙ୍କ ଅପିଲ୍ ବଢ଼ାଇଲା ଚର୍ଚ୍ଚା, ଅପରାଜିତା ଦେଲେ ବଡ଼ ଆହ୍ବାନ

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ବର। ଦୀର୍ଘ ଦିନ ଧରି ଏହି ଆସନ ବିଜେଡି ହାତରେ ଥିଲା। କିନ୍ତୁ ୨୦୧୯ରେ ଏହା ବିଜେପି ହାତକୁ ଯାଇଛି। ଚଳିତଥର ବିଜେପିର ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ସହ ସେ ରାଜଧାନୀ ପାଇଁ ସେଭଳି କିଛି…

ଭୋଟ ଦେଇ ଫେରିବା ବେଳେ ଚାଲିଗଲା ଯୁବକଙ୍କ ଜୀବନ

କନ୍ଧମାଳ: ଗଣତନ୍ତ୍ରର ମହାନପର୍ବରେ ନିଜର ମତଦାନ ସାବ୍ୟସ୍ତ କରି ଫେରିବା ବେଳେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି କନ୍ଧମାଳଜିଲ୍ଲା ଦାରିଙ୍ଗବାଡ଼ି ଥାନା ପର୍ତ୍ତମାହା ଗାଁର ନିରଲ ନାୟକ। ସୂଚନା ଅନୁସାରେ, ଗତକାଲି ରାଜ୍ୟରେ…