ଛତିଶଗଡ ସୁକମାରେ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ
ସୁକମା: ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା । ପୋଲିସର ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ । ଆଜି ସକାଳୁ ଟୋଲନାଇ ଏବଂ ଟେଟରାଇ ମଧ୍ୟରେ ଥିବା ଏକ ଜଙ୍ଗଲ ପାହାଡ ଉପରେ ଏହି ଏନକାଉଣ୍ଟର ହୋଇଥିଲା ।
ସୁକମା ଏସପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂତ୍ରରୁ ଖବର ପାଇ ଜିଲ୍ଲା…