ପୋଡିଯାଇଥିବା କଡେଇକୁ କିପରି କରିବେ ଚକାଚକ୍, ଜାଣନ୍ତୁ ଟିପ୍ସ
ଭୁବନେଶ୍ଵର: ଘରେ ଖାଇବା ପ୍ରସ୍ତୁତ କରିବା ସମୟରେ ଅନେକ ଲୋକ କଡେଇ ତ ବ୍ୟବହାର ନିଶ୍ଚୟ କରୁଥିବେ । ବେଳେ ବେଳେ ଏପରି ହୁଏ ଯେ ରୋଷେଇ କରୁଥିବା ବେଳେ ଖାଦ୍ୟ ପୋଡିଯାଏ । ଯାହାଦ୍ଵାରା ରନ୍ଧା ଯାଉଥିବା କଡେଇ ମଧ୍ୟ ପୋଡି କଳା ପଡିଯାଏ । ସେହିପରି ସବୁଦିନ ଗୋଟେ କଡେଇରେ ଖାଦ୍ୟ ରାନ୍ଧିବା…