ଏସୀୟ ନାଗରିକଙ୍କୁ ରୋଜଗାର ଯୋଗାଇବାରେ ସାଉଦି ଆରବ ବିଶ୍ୱରେ ଏକ ନମ୍ବର
ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଶ୍ରୀଲଙ୍କା ସରକାର ଋଣ ଏବଂ ସହାୟତା ପାଇଁ ଆଇଏମଏଫଠାରୁ ଆରମ୍ଭ କରି ଜାତିସଂଘ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ଏସବୁ ମଧ୍ୟରେ ସାଉଦି ଆରବ ଶ୍ରୀଲଙ୍କାର ସବୁଠାରୁ ବଡ ସହାୟକ ଭାବରେ ଉଭା…