ହାତୀ ଆକ୍ରମଣରେ ମହିଳା ଗୁରୁତର, ବନବିଭାଗରକର୍ମୀଙ୍କୁ ଅଟକ ରଖିଲେ ଗାଁ ଲୋକେ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଧୋକୁଟା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହେବା ପରେ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ଗାଁ ଲୋକ ରାସ୍ତା ଅବରୋଧ କରିବା ସହ ବନବିଭାଗର କର୍ମଚାରୀ ମାନଙ୍କୁ ଅଟକ ରଖିଛନ୍ତି ।
ସୂଚନା ଅନୁସାରେ, ଗାଁର ସବିତା ନାମକ ଜଣେ ମହିଳା ସକାଳୁ ଗାଁ…