ଆସନ୍ତୁ ଜାଣିବା ଭଗବାନଙ୍କ ନିକଟରେ ଭୋଗ ଲଗାଇବାର ନିୟମ
ଭୁବନେଶ୍ୱର: ସନାତନ ଧର୍ମରେ ଠାକୁର ପୂଜାର ଅନେକ ନିୟମ ରହିଛି। ବିଶ୍ୱାସର ସହ ପୂଜା କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି କୁହାଯାଏ। ଆଉ ଭଗବାନ ତମ ଉପରେ ପ୍ରସନ୍ନ ରୁହନ୍ତି । ପୂଜା କରିବା ସମୟରେ ଦେବୀ ଦେବତାଙ୍କୁ ଭୋଗ ଲଗାଯାଏ। ଭଗବାନଙ୍କ ଆଗରେ ଦୀପ ଧୂପ ଦେବା ପରେ ମିଠା …