ଭାଷା ଭାଗବତ : ଜୀବଂତ ଗ୍ରଂଥ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଜୀବଂତ ଗ୍ରଂଥ 'ଭାଗବତ'
ଶୁଣିଲେ ମନ ହୁଏ ତୃପ୍ତ
ନୁହେ କେବେ ବି କ୍ଳାଂତିକର
ସର୍ବଦା ହୁଏ ହିତକର
ଜାତିର ସାଥୀ ଏହି ବହି
ନ ଥିବା ଭଳି ଘର ନାହିଁ
ପ୍ରତ୍ୟହ ହେଉଛି ପଠିତ
ଏହା ହିଁ ଏହାର ମହତ୍ତ୍ବ
ନବାକ୍ଷରୀ ଏ ସବୁ ପଂକ୍ତି…