ବିଜାପୁରରେ ପୁଣି ମାଓ ହିଂସା, ସିଏଏଫ୍ ଯବାନଙ୍କ ଗଳାକାଟି ହତ୍ୟା କଲେ ଲାଲବାହିନୀ
ମାଲକାନଗିରି: ପୁଣି ଲାଲବାହିନୀଙ୍କ ଲଙ୍କାକାଣ୍ଡ । ମାଲକାନଗିରି–ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଜଣେ ସିଏଏଫ୍ ଯବାନଙ୍କ ଗଳାକାଟି ହତ୍ୟା କରିଛନ୍ତି ଲାଲ୍ ବାହିନୀ । ହତ୍ୟାକାଣ୍ଡର ଶିକାର ହୋଇଥିବା ଯବାନ ଜଣକ ହେଲେ କମାଣ୍ଡର ତିଜାଓ ରାମ ଭୁଆର୍ଯ୍ୟ । ସେ ବିଜାପୁର ଜିଲ୍ଲା କୁଟୁରୁ…