ଏହି ପ୍ରତିଷ୍ଠିତ ନିର୍ଦ୍ଦେଶକଙ୍କୁ ୨ ବର୍ଷ ଜେଲ, ପଢନ୍ତୁ ପୂରା ରିପୋର୍ଟ
ନୂଆଦିଲ୍ଲୀ: ସନ୍ନି ଦେଓଲଙ୍କ ଆଗାମୀ ଚଳଚ୍ଚିତ୍ର 'ଲାହୋର ୧୯୪୭' ର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଚେକ୍ ବାଉନ୍ସ ମାମଲାରେ କୋର୍ଟ ଫିଲ୍ମ ନିର୍ଦ୍ଦେଶକଙ୍କୁ ଦଣ୍ଡ ସହିତ ଦୁଇଗୁଣ ଅର୍ଥ ଦେବାକୁ କହିଛନ୍ତି। ଜାମନଗରର ବିଶିଷ୍ଟ ଶିଳ୍ପପତି ତଥା ସିପିଂ…