Latest Odisha News

BREAKING NEWS

ପେଟିଏମ ପାଇଁ ବଢୁଛି ସମସ୍ୟା, ବିଦେଶ ନିବେଶ ଉପରେ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ପେଟିଏମର ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ତୃତୀୟ ପକ୍ଷ କମ୍ପାନୀ ପକ୍ଷରୁ ପେଟିଏମରେ ବିଦେଶୀ ପୁଞ୍ଜି ନିବେଶ ଉପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। One97 କମ୍ୟୁନିକେସନ୍ ଲିମିଟେଡର ଏକ ସହାୟକ କମ୍ପାନୀ ପିପିଏସଏଲ ପେଟିଏମ୍ ପେମେଣ୍ଟ ସର୍ଭିସେସ୍ ଲିମିଟେଡ୍…

୮ ବର୍ଷ ପାଇଁ ବାସନ୍ଦ ହେଲେ ଭାରତୀୟ ଆଥଲେଟ ନିର୍ମଳା ଶେରନ

ନୂଆଦିଲ୍ଲୀ: ଭାରତର କ୍ୱାର୍ଟର ମାଇଲର ନିର୍ମଳା ଶେରନ ଡୋପ ଟେଷ୍ଟରେ ଧରା ପଡିବା ଯୋଗୁ ୮ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ଏହି ଦଣ୍ଡର ଶୁଣାଣୀ କରିଛି । ୨୦୧୮ରେ ମଧ୍ୟ ସେ ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଥିଲେ । ଏଥିଯୋଗୁ…

ମର୍ମନ୍ତୁଦ ଦୁର୍ଘଟଣା: କାର୍ଯ୍ୟକ୍ରମ ବେଳେ ମାଡିଗଲା ଟ୍ରକ; ୩ମୃତ, ୨୦ଆହତ

ଗ୍ୟାଙ୍ଗଟକ୍: ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା। ତବଲା ବାଦନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଟ୍ରକ ମାଡିଯିବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୦ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…

ରଣଜୀ ଟ୍ରଫି କ୍ରିକେଟ: ଓଡିଶା ସମ୍ମୁଖରେ ୩୮୭ ରନର ଲକ୍ଷ୍ୟ

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଉତରାଖଣ୍ଡ ୩୮୭ ରନର ବିଜୟ ଲକ୍ଷ୍ୟ ଓଡିଶା ସମ୍ମୁଖରେ ରଖିଛି । ଜବାବରେ ତୃତୀୟ ଦିବସ ସୁଦ୍ଧା ଓଡିଶା ୧୭ ରନରେ ୨ଟି ୱିକେଟ ହରାଇ ବିପଦରେ ପଡିଛି । ଦୀପକ ଧାପୋଲାଙ୍କ ବଲରେ ଦୁଇ ଓପନର ଶାନ୍ତନୁ ମିଶ୍ର ଓ ଆଶୀର୍ବାଦ ସ୍ୱାଇଁ ଆଉଟ ହୋଇ ପ୍ୟାଭିଲିୟନ ଫେରି…

ଇମ୍ରାନ କି ସରିଫ ନୁହଁନ୍ତି, ଏହି ନେତା ହୋଇ ପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଶେଷ ହୋଇଛି। ସଦ୍ୟ ପ୍ରାପ୍ତ ଫଳାଫଳ ଅନୁଯାୟୀ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ସର୍ବାଧିକ ଆସନରେ ବିଜୟ ଲାଭ କରୁଥିବା ନେଇ ଦାବି ହେଉଛି। କିନ୍ତୁ କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନାହିଁ। ଗୋଟିଏ ପଟେ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଫାଇନାଲରେ ରେକର୍ଡ ସ୍କୋର କଲା ଅଷ୍ଟ୍ରେଲିଆ

ବେନୋନି: ଏଠାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୨୫୪ ରନର ରେକର୍ଡ ଟାର୍ଗେଟ ଭାରତ ସମ୍ମୁଖରେ ରଖିଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ ବିନିମୟରେ ୨୫୩ ରନ କରିଥିଲା । ବିଶ୍ୱକପ ଫାଇନାଲରେ ଏହା ସର୍ବୋଚ୍ଚ ସ୍କୋର ।…

ସଂସଦରେ ରାମ ଗାଥା ବର୍ଣ୍ଣନା କଲେ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ: ରାମମୟ ହେଲା ସଂସଦ ଭବନ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ବଜେଟ ଅଧିବେଶନର ଶେଷ ଦିନରେ ରାମ ମନ୍ଦିର ଉପରେ ନିୟମ ୧୯୩ ଅନୁଯାୟୀ ଲୋକସଭାରେ ଏହି ସ୍ୱତନ୍ତ୍ର କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଲୋଚନାବେଳେ ଓଡ଼ିଶାର ବାଲେଶ୍ୱରର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ…

ନଦୀକୁ ଗାଧୋଇବାକୁ ଯାଇଥିଲେ, ଜଣକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ୩ ଜଣ

ଥିରୁଭନନ୍ତପୁରମ: କେରଳର କୋଝିକୋଡେରୁ ଏକ ଦୁଃଖଦ ଘଟଣା ସାମନାକୁ ଆସିଛି। ନଦୀରେ ବୁଡି ୩ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ, ଜଣେ ମହିଳା ଓ ଜଣେ ଝିଅ ଥିବା ସୂଚନା ମିଳିଛି। କୋଝିକୋଡେ ଜିଲ୍ଲାର କୁନ୍ନାଙ୍ଗଲାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସର ସୂଚନା…

ଦେଶର ସେହି ଦୁର୍ଗ, ଯେଉଁଠାରେ ଶତ୍ରୁ ଉପରେ ଚଳାଯାଇଥିଲା ରୂପାର ଗୋଲା, ଜାଣନ୍ତୁ ଏହା ପଛର କାରଣ…

ରାଜସ୍ଥାନ: ଆଜି ପ୍ରତ୍ୟେକ ଦେଶରେ ଯୁଦ୍ଧ ଲଢିବା ପାଇଁ ଏକାଧିକ ଜ୍ଞାନକୌଶଳରେ ନିର୍ମିତ ଆଧୁନିକ ଅସ୍ତ୍ର ଅଛି | କିନ୍ତୁ ଯେତେବେଳେ ଆପଣ ଇତିହାସକୁ ବୁଲି ଦେଖିବ, ଆପଣ ଜାଣିବ ଯେ ପୂର୍ବକାଳଲରେ ଯୁଦ୍ଧଗୁଡ଼ିକ ଖଣ୍ଡା ଏବଂ ତୋପ ଦ୍ଵାରା ଲଢା ଯାଉଥିଲା । ତୋପ ଚଳାଇବା ପାଇଁ ଗୋଳାବାରୁଦ ଆବଶ୍ୟକ…

ବିକାଶ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ, ଠିକାଦାରଙ୍କ କବଜାରେ ବିଭାଗୀୟ ଅଧିକାରୀ

ନୂଆପଡା:ଉପାନ୍ତ ଅଞ୍ଚଳ ମାନଙ୍କରେ ଲୋକଙ୍କ ଯାତାୟତର ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଦେଇ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣର ଯୋଜନା କରୁଛନ୍ତି । ହେଲେ ନୂଆପଡା ଜିଲ୍ଲାରେ ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି କରି ମାଲେମାଲ ହେଉଛନ୍ତି ଉଭୟ ଠିକାଦାର ଓ ବିଭାଗୀୟ…