ଇଡିରେ ହାଜର ହେଲେନି ମହୁଆ, କହିଲେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛି
ନୂଆଦିଲ୍ଲୀ: ଇଡିରେ ହାଜର ହେଲେନି ତୃଣମୁଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ର । ଇଡିର ସମନକୁ ଅଣଦେଖା କରି ମହୁଆ କହିଛନ୍ତି ଯେ, ସେ ଆଜି କୃଷ୍ଣନଗର ଲୋକସଭା ଆସନରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି । ତେଣୁ ସେ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇପାରିବେ ନାହିଁ । ଦିଲ୍ଲୀର ଇଡି କାର୍ଯ୍ୟାଳୟରେ…