ସମ୍ବଲପୁର ବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ଉଦ୍ଦେଶ୍ୟ ସ୍ପଷ୍ଟ କଲା ପୋଲିସ
ସମ୍ବଲପୁର: ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁର ପୀରବାବା ଛକ ନିକଟରେ ଘଟିଥିବା ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ବିସ୍ଫୋରଣରେ ୩ ଜଣ ଆହତ ହେବା ସହ ଏକ ମୋଟର ସାଇକେଲ କ୍ଷତିଗ୍ରସ୍ତ ହୋଇଛି।
ଗିରଫ ଅଭିଯୁକ୍ତ ଜଣକ ହେଲେ କ୍ଷେତରାଜପୁର ସୁନାରୀପଡ଼ାର ଅଭିଳାଷ ମିଶ୍ର।…