ଖେଳାଳିଙ୍କ ରଣଜୀ ଟ୍ରଫି ଫି ବଢ଼ାଇଲା ଏମସିଏ
ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ରଣଜୀ ଟ୍ରଫି ଖେଳାଳିଙ୍କ ମ୍ୟାଚ ଫିରେ ବୃଦ୍ଧି କରିଛି । ୨୦୨୪ ସିଜନରୁ ପ୍ରଥମ ଶ୍ରେଣୀ ମ୍ୟାଚ ପାଇଁ ଖେଳାଳିଙ୍କୁ ଏଥର ୪.୮୦ ଲକ୍ଷ ଟଙ୍କା ମିଳିବ । ଏମସିଏର ଏହି ନିଷ୍ପତି ପରେ ବିସିସିଆଇ ଅନ୍ୟ ରାଜ୍ୟ ବୋର୍ଡ ମଧ୍ୟ ସମାନ ନିଷ୍ପତି ନେବେ ବୋଲି ଆଶା…