ପାକିସ୍ତାନ ନିର୍ବାଚନ: ପ୍ରାରମ୍ଭିକ ଟ୍ରେଣ୍ଡରେ ଇମ୍ରାନ ଖାନଙ୍କ ଦଳ ନଓ୍ବାଜ ସରିଫଙ୍କ ଦଳକୁ ଦେଉଛି କଡା ଟକ୍କର
ଇସଲାମାବାଦ: ବ୍ୟାପକ ହିଂସା ଭିତରେ ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ମତଦାନ ହୋଇଛି। ଶାସକ ଦଳ ପିଏମଏଲ-ଏନ ଏବଂ ବିରୋଧୀ ଦଳ ପିଟିଆଇ ମଧ୍ୟରେ କଡା ଟକ୍କର ମଧ୍ୟରେ ଗୁରୁବାର ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି।
ପାକିସ୍ତାନର ପ୍ରମୁଖ ଗଣମାଧ୍ୟମ ଡନର…