Latest Odisha News

BREAKING NEWS

ଆନିମଲ ପରେ ପ୍ରାଇସ ବଢ଼ାଇଲେ ରଣବୀର କାପୁର

ମୁମ୍ବାଇ: ରଣବୀର କାପୁରଙ୍କ ଆନିମଲ ଫିଲ୍ମ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଛି । ଫିଲ୍ମର ରେକର୍ଡ କଲେକ୍ସନ ପରେ ରଣବୀର ତାଙ୍କ ପ୍ରାଇସ ବଢ଼ାଇଥିବା ଖବର ପ୍ରକାଶ ପାଇଛି । ସେ ପୂର୍ବରୁ ୩୦କୋଟିରେ ଫିଲ୍ମ ସାଇନ କରୁଥିଲେ ଏବେ ଏହାକୁ ବୃଦ୍ଧି କରି ୬୫ କୋଟି କରିଛନ୍ତି । ଅବଶ୍ୟ ରଣବୀର ଏ…

ରେଳ ମନ୍ତ୍ରୀଙ୍କ ବଡ ଘୋଷଣା: ବଦଳିବ ବାଲେଶ୍ୱର ରେଳ ଷ୍ଟେସନର ଇଂରାଜୀ ନାମ

ବାଲେଶ୍ୱର: ଆଉ ଇଂରାଜୀରେ ଲେଖାଯିବନି ବଲାଶୋର। ଏଣିକି ସଠିକ ଉଚ୍ଚାରଣ ସହ ଲେଖା ଯିବ ବାଲେଶ୍ଵର। ବଦଳିବ ବାଲେଶ୍ବର ରେଳ ଷ୍ଟେସନର ଇଂରାଜୀ ନାମ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଷ୍ଟେସନରେ ଥିବା ଫଳକରେ ନାମ ପରିବର୍ତ୍ତନ ହେବ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ…

ମାଲେସିଆ ଓପନ ବ୍ୟାଡମିଂଟନ: ପ୍ରଥମ ଭାରତୀୟ ଯୋଡି ଭାବେ ରୌପ୍ୟ ପଦକ ଜିତିଲେ ସାତ୍ୱିକସାଇରାଜ-ଚିରାଗ

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଫାଇନାଲରେ ଭାରତୀୟ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ହାରିଯାଇଛନ୍ତି । ଚୀନର ୱାଙ୍ଗ ଲିଆଙ୍ଗ ଓ ଲିଆଙ୍ଗ ୱେଇକେଙ୍ଗଙ୍କ ନିକଟରୁ ୯-୨୧, ୨୧-୧୮ ଓ ୨୧-୧୭ରେ ହାରି ରନର୍ସଅପ ହେବା ସହ ରୌପ୍ୟ ପଦକ ଜିତିଛନ୍ତି ।…

ଭିଜିଲାନ୍ସ ଏସପି ପରିଚୟରେ ୭.୬୦ଲକ୍ଷ ଠକେଇ ଅଭିଯୋଗ, ଅଧ୍ୟାପକ ଗିରଫ

ଭୁବନେଶ୍ୱର: ୭.୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଅଧ୍ୟାପକ ଗିରଫ । ନିଜକୁ ଭିଜିଲାନ୍ସ ଏସପିର ପରିଚୟ ଦେଇ ଠକେଇ କରିଥିବା ଅଭିଯୋଗ । ଗିରଫ ଅଭିଯୁକ୍ତ ମୟୂରଭଞ୍ଜ ଉଦଳା ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ମନୋଜ କୁମାର ମାଝୀ । ଗତବର୍ଷ ମେ ୩୧ତାରିଖରେ ରାୟଗଡା ଅଞ୍ଚଳର…

କମ୍ପିବ ଧନୁଯାତ୍ରା ପଡିଆ, ଆଉ ଦିନକ ପରେ ଶୁଭିବ କଂସର ହା ହା କାର

ବରଗଡ: ରାତି ପାହିଲେ ବରଗଡର ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା । ଏଥିପାଇଁ ନିଆରା ଢଙ୍ଗରେ ଆରମ୍ଭ ହୋଇଯାଇଛି ଏହାର ପ୍ରଚାର କାର୍ଯ୍ୟକ୍ରମ | ଧନୁଯାତ୍ରା ପ୍ରଚାର ପ୍ରସାର କମିଟି ପକ୍ଷରୁ  ବରଗଡରେ ବିରାଟ ରୋଙ୍ଗୋଲି ପ୍ରତିଯୋଗୀତା କାର୍ଯ୍ୟକ୍ରମର ଆୟୋଜିତ ହୋଇଥିବା ବେଳେ ଏଥିରେ ୬୬ ଗୋଟି…

ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍, ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୁଣୁପୁର: ପୁଣି ଥରେ ବଗି ଛାଡି ଚାଲିଗଲା ଇଞ୍ଜିନ୍ । ଗୁଣୁପୁର ଷ୍ଟେସନ ଛାଡିବାର ପ୍ରାୟ ଏକ କିଲୋମିଟର ପରେ କପିଳପୁର ନିକଟରେ ହଠାତ୍ ବିଶାଖାପାଟଣା ଏକ୍ସପ୍ରେସ୍ (୧୮୫୨୧)ର ଇଞ୍ଜିନ୍ ରୁ ବଗି ଅଲଗା ହୋଇଯାଇଥିଲା । ତେବେ ଏହି ଅଘଟଣରେ କେହି ମୃତାହତ ହୋଇନାହାନ୍ତି । ଯାନ୍ତ୍ରିକ ତ୍ରୁଟି ଲାଗି…

ଜନସାଧାରଣଙ୍କ କାମରେ ଲାଗୁନି ଗ୍ରାମିଣ ପାର୍କ, ତେବେ କାହା ସ୍ୱାର୍ଥରେ ଏହି ପାର୍କ

ନୂଆପଡା: ଗ୍ରାମାଞ୍ଚଳର ଶୋଭାବର୍ଦ୍ଧନ ସହିତ ଶିଶୁମାନଙ୍କ ସହ ଗ୍ରାମବାସୀ ଙ୍କ ଆମୋଦପ୍ରମୋଦ ଲକ୍ଷ୍ୟରେ ପ୍ରତ୍ୟେକ ବ୍ଲକ ତରଫରୁ ମନରେଗା ଯୋଜନା ମାଧ୍ୟମରେ ନିମାର୍ଣ ହେଲା ଗ୍ରାମିଣ ପାର୍କ ।  ବର୍ତ୍ତମାନ ଯାଏ ପ୍ରାୟ ସବୁ ପାର୍କ ପାଇଁ ୧୫ ରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇ…

ଆଜି ଦ୍ୱିତୀୟ ଟି୨୦: ବଦଳିପାରେ ଭାରତର ଚୂଡ଼ାନ୍ତ ଏକାଦଶ; ବିରାଟଙ୍କ ସହ ଏହି ଘାତକ ବୋଲରଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଇନ୍ଦୋରର ହୋଲକର ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଭାରତ ବିଜୟ ହାସଲ କରିସାରିଛି। ଦ୍ୱିତୀୟ ମ୍ୟାଚରେ ବିଜୟ ହାସଲ ସହିତ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଘରୋଇ ଦଳ। ତେବେ ଏଥିପାଇଁ ଚୂଡା଼ନ୍ତ…

ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ: ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ପାଇଁ ବିପଣନର ବିବିଧ ସୁବିଧା

ପୁରୀ: ମହାପ୍ରଭୁଙ୍କ ଠାରୁ ଆରମ୍ଭ କରି ମହୋଦଧି ପର୍ଯ୍ୟନ୍ତ, ପୁରୀର ସବୁକିଛି ଅନନ୍ୟ । ଭକ୍ତ ଓ ଭଗବାନ, ପୁର ଓ ପଲ୍ଲବ ହୁଅନ୍ତି ଏଠି ଏକତ୍ର । ତେଣୁ ଏହାର ନାମ ଶ୍ରୀକ୍ଷେତ୍ର । ବିଶ୍ୱ ମାନଚିତ୍ରରେ ପୁରୀର ସ୍ଥାନ ସ୍ୱତନ୍ତ୍ର । ମହୋଦଧିରେ ସ୍ନାନସାରି ମହାପ୍ରଭୁଙ୍କ ଦର୍ଶନ କରି ପବିତ୍ର…

ପରିକ୍ରମା ପ୍ରକଳ୍ପରେ ମନ ମୋହୁଛି ସବୁଜବଳୟ, ଲାଗିଛି ୧୨୦ ପ୍ରଜାତିର ଛୋଟ ଓ ବଡ଼ ଗଛ

ପୁରୀ: ବହୁ ବର୍ଷର ଅପେକ୍ଷା ପରେ ଶେଷରେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି। ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ କଳାକୃତି କଳିଙ୍ଗ ଉତ୍କର୍ଷ କଳାର ଗାଥା ବଖାଣୁଛି । ଆଉ ମାତ୍ର ୫ଦିନ ଅର୍ଥାତ୍ ଜାନୁଆରୀ ୧୭ତାରିଖରେ ଲୋକାର୍ପଣ ହେବ ଏହି ଐତିହାସିକ ପ୍ରକଳ୍ପ ।…