ରେକର୍ଡ କହୁଛି ଗାଁରେ ନାହାନ୍ତି ଦାଦନ, ତେବେ ବାହାର ରାଜ୍ୟରୁ ଦାଦନଙ୍କ ମୃତଦେହ ଆସୁଛି କିପରି
ସୋନପୁର: ଜିଲ୍ଲାରେ ଦାଦନ ଶ୍ରମିକ ସଂଖ୍ୟା ଶୂନ ବୋଲି କାଗଜ କଲମରେ ଦର୍ଶା ଯାଉଛି l ହେଲେ ଦାଦନ ଶ୍ରମିକ ମୃତ୍ୟୁ ଖବର ପାଇବା ପରେ ମୃତ ଶ୍ରମିକଙ୍କ ଘରେ ପହଞ୍ଚିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଗରିଆମୁଣ୍ଡା…