ହ୍ଵାଟ୍ସଆପ୍ ଆଣିଲା ନୁଆ ଫିଚର, ଏଣିକି ଗ୍ରୁପରେ ଯୋଡିହେବା ପରେ ଦେଖିପାରିବେ ପୁରୁଣା ଚାଟ୍
ନୂଆଦିଲ୍ଲୀ: ବିଶ୍ବର ଲୋକପ୍ରିୟ ମେସେଜିଂ ଆପ୍ ହେଉଛି ହ୍ବାଟ୍ସଆପ୍ । ଏହି କମ୍ପାନୀ ନିଜ ୟୁଜର୍ସଙ୍କୁ ବାନ୍ଧି ରଖିବା ପାଇଁ ସବୁବେଳେ ନୂଆ ନୂଆ ଫିଚର ରୋଲଆଉଟ କରିଥାଏ । ଏହାରି ଭିତରେ ଖୁବଶୀଘ୍ର ଆଉ ଏକ ଫିଚର ଆଣିବାକୁ ଯାଉଛି ହ୍ଵାଟ୍ସଆପ୍ । ଏଣିକି ହ୍ଵାଟ୍ସଆପ୍ ଗ୍ରୁପରେ ଯୋଡିହେବା ପରେ…