ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି; କହିଲେ-ତାଙ୍କ ପାଇଁ ଫ୍ୟାମିଲି ଫାଷ୍ଟ, ମୋ ପାଇଁ ନେସନ୍ ଫାଷ୍ଟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାର ସାଙ୍ଗାରେଡି ଠାରେ ଏକ ସାଧାରଣ ସଭାକୁ ସମ୍ୱୋଧିତ କରି ପରିବାରବାଦ ପ୍ରସଙ୍ଗକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ।
ମୋଦି କହିଛନ୍ତି,‘‘ ଆଜି ଯେତେବେଳେ ମୋଦି ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଦିଆଯାଇଥିବା…