Latest Odisha News

BREAKING NEWS

ଡିୟୁଟି ସମୟରେ ରିଲ୍ସ କରିବା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା, କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ଆଜିକାଲି ଯୁବପିଢି ରିଲ୍ସ ପାଇଁ ପାଗଳ । ସୋସିଆଲ ମିଡ଼ିଆରେ ତୁରନ୍ତ ପରିଚିତ ହେବା ପାଇଁ ସେମାନେ ସ୍ଥାନ,କାଳ,ପାତ୍ର ଭୁଲି ଯାଉଛନ୍ତି । ଏମିତିକି ନିଜ ଜୀବନକୁ ବାଜି ଲଗାଇ ରିଲ୍‌ସ କରିବାକୁ ବି ପଛାଉ ନାହାନ୍ତି । ଏବେ ସେମିତି ୨ ଜଣ କନଷ୍ଟେବଳ ଡ଼ିୟୁଟିରେ ଥାଇ ରିଲ୍ସ କରିବା…

୧୪୧ ଏମପି ହୋଇଛନ୍ତି ନିଲମ୍ବିତ, ହେଲେ ସେମାନଙ୍କୁ ମିଳିବ ପୂରା ଦରମା

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଦ୍ୱାଦଶ ଦିନରେ ପହଞ୍ଚିଛି । ଏମପିଙ୍କ ନିଲମ୍ବନକୁ ନେଇ ବିରୋଧୀମାନେ ଉଭୟ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ । ବିରୋଧୀ ଏମପିମାନେ ସଂସଦ ଭିତରୁ ଏବଂ ଗୃହର ଫାଟକ ଓ ପରିସରରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଲୋକସଭା ଓ ରାଜ୍ୟସଭାର…

ଫୋନ କରି ହଇରାଣ କଲେ ଦେବାକୁ ପଡିବ ୨ ଲକ୍ଷ ଯାଏଁ ଜରିମାନା

ନୂଆଦିଲ୍ଲୀ : ଏଣିକି ଆଉ କେହି ଫୋନ କରି କାହାକୁ ହଇରାଣ ହରକତ କରିପାରିବେନି । କାରଣ ଭରିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା । ଯଦି କେହି ବିନା କାରଣରେ ଫୋନ କରି ହଇରାଣ କରୁଛନ୍ତି, ତା’ହେଲେ ତାଙ୍କ ଉପରେ ୫୦ ହଜାରରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରିବ । ପ୍ରଧାନମନ୍ତ୍ରୀ…

ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡିର ନୋଟିସ୍‌

ମୁମ୍ବାଇ: ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍ ମାମଲାରେ ତାଙ୍କୁ ଏହି ନୋଟିସ୍ କରାଯାଇଛି । ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି । ଏବେ କମ୍ପାନୀ…

୧୪୧ ସାଂସଦଙ୍କ ନିଲମ୍ବନ ପ୍ରତିବାଦ: ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଇଣ୍ଡିଆ ମେଣ୍ଟ…

ଭୁବନେଶ୍ୱର: ୧୪୧ ସାଂସଦଙ୍କ ନିଲମ୍ବନକୁ ପ୍ରତିବାଦ କରି ରାଷ୍ଟ୍ରପତିଙ୍କ ଉଦ୍ଦ୍ୟେଶ ରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଲେ ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖାର ନେତୃବୃନ୍ଦ । ଆଜି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟର ଓଡ଼ିଶା ଶାଖାର କଂଗ୍ରେସ ସମେତ ୧୨ଟି…

୨୦୨୪ ଫେବ୍ରୁଆରୀରେ ହେବ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’

ଭୁବନେଶ୍ବର: ଆସନ୍ତା ଫେବ୍ରୁଆରୀ ରେ ଭୁବନେଶ୍ବର ଠାରେ ୩ ଦିନ ବ୍ୟାପୀ ଆୟୋଜନ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ସମ୍ପର୍କରେ…

‘କଙ୍ଗୋ’ ରୁ ଓଡିଆ ଯୁବକଙ୍କ ମରଶରୀର ଓ ଅନ୍ୟ ୫ ଙ୍କୁ ଉଦ୍ଧାର ପାଇଁ ସହଯୋଗର ହାତ ବଢାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା କଙ୍ଗୋରେ ଫସିଥିବା ଓଡିଆ ଯୁବକ ଦିବାକର ଜେନାଙ୍କ ମରଶରୀର ଓ ଅନ୍ୟ ୫ ଜଣ ଓଡିଆ ଯୁବକ ଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବା ପାଇଁ ସହଯୋଗର ହାତ ବଢାଇଛନ୍ତି । ଏନେଇ ଶ୍ରୀ ପଣ୍ଡା କଙ୍ଗୋଠାରେ…

ଦ୍ୱିତୀୟ ଦିିନିକିଆରେ ଭାରତ ୨୧୧ରେ ଅଲଆଉଟ

କ୍ୱେବରାହ: ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୨୧୧ ରନରେ ଅଲଆଉଟ ହୋଇଯାଇଛି । ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବା ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ୪୬.୧ ଓଭରରେ ୨୧୧ ରନ କରି ଅଲଆଉଟ ହୋଇ ଯାଇଥିଲା…

ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ରେ କୋଟିଏ ଟଙ୍କା ହେରଫେର ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ସହର ସ୍ଥିତ ଆଇଡିବିଆଇ ବ୍ୟାଙ୍କ ରେ କୋଟିଏ ଟଙ୍କା ହେରଫେର ଘଟଣା । ତଦନ୍ତ ପରେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ବ୍ୟାଙ୍କ ର ଆଞ୍ଚଳିକ ମୁଖ୍ୟ (DGM) ସ୍ୱରୂପ ଦତ୍ତ l ପୋଲିସ ପ୍ରାଥମିକ ତଦନ୍ତ କରି ବ୍ରାଞ୍ଚ ମ୍ୟାନେଜର ଅଞ୍ଜନ କୁମାର ଶତପଥୀ ଙ୍କୁ ଥାନାରେ ଅଟକ…

କର୍ମଚାରୀଙ୍କ ପ୍ରତି କମ୍ପାନୀର ଲୋଭନୀୟ ଅଫର, ମାସକରେ ୫୦କିମି ଦୌଡିଲେ ପାଇବ ଅତିରିକ୍ତ ଦରମା

ବେଜିଂ: ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏକ ଖବର ବେଶ ଚର୍ଚ୍ଚା ସାଁଉଟିଛି । କର୍ମଚାରୀଙ୍କୁ ଫିଟ ରଖିବା ପାଇଁ ଏଠାକାର କେତେକ କମ୍ପାନୀ ଲୋଭନୀୟ ଅଫର ରଖିଛନ୍ତି । ଯଦି ଜଣେ କର୍ମଚାରୀ ମାସକୁ ୫୦ କିମି ଦୌଡିବ ତେବେ ଏକ ମାସର ଅତିରିକ୍ତ ଦରମା ପାଇବେ । ସେହିପରି ୪୦ କିମି ପ୍ରତି ୬୦…