ପୌରପାଳିକା ଅଧିକାରୀଙ୍କୁ ନିଆଁ ଲଗାଇବା ଅଭିଯୋଗରେ ଯୁବକ ଗିରଫ
କେନ୍ଦୁଝର: କେନ୍ଦୁଝର ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ନିଆଁ ଲଗାଇଦେବା ଉଦ୍ୟମ ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ବଡବିଲ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଥିବା ଅଧିକାରୀଙ୍କ ଚେମ୍ବରରେ ଏହି ଘଟଣା ଘଟିଛି।
ବଡବିଲ ବଜାରର ଅଭିଷେକ ଗୁପ୍ତା ନାମକ ଏହି ଅଭିଯୁକ୍ତ ତାଙ୍କ ଘର…