Latest Odisha News

BREAKING NEWS

ପଟିଆ ରେଳ ଷ୍ଟେସନ ଓ ଗାଡ଼କଣ ରାସ୍ତା ପାଇଁ ଜନ ଶୁଣାଣି ଅନୁଷ୍ଠିତ

ଭୁବନେଶ୍ୱର: ପଟିଆ ରେଳ ଷ୍ଟେସନ ଓ ଗୁରୁ କେଳୁଚରଣ ମହାପାତ୍ର ପାର୍କ, ଗାଡ଼କଣକୁ ସଂଯୋଗ କରୁଥିବା ସିଡିପି ରାସ୍ତା ନିର୍ମାଣ ପାଇଁ ପଟିଆ ସ୍ଥିତ କନକ ଦୁର୍ଗା ମନ୍ଦିରରେ ଜନଶୁଣାଣି କରାଯାଇଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି ସଡ଼କ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥା ।…

ଭାଷା ଭାଗବତ : ଅବହେଳା ଅକ୍ଷମଣୀୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ନିରଂତର ଆତ୍ମ-ସମୀକ୍ଷା କଲେ ମିଳେ ଉତ୍ତମ ଶିକ୍ଷା ସେ ଶିକ୍ଷା ହୁଏ ଯେବେ ଦୀକ୍ଷା ଭାଷାଟେ ପାଇଥାଏ ରକ୍ଷା ନିଜେ ନିଜ ରଚନା ପଢ଼ି ତହିଁରୁ ତ୍ରୁଟି ଖୋଜି, କାଢ଼ି କରିଲେ ନିଜେ ସଂଶୋଧନ ଲେଖାରେ ରହେନାହିଁ ଖୁଣ ଲେଖକ ନିମଂତେ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ସୁରକ୍ଷା(୪)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରୁ ପଥର ଖସିବା ଓ ତାର ମରାମତି ନିମନ୍ତେ ହୋଇଥିବା ସମସ୍ତ ଆଲୋଚନା ବିଷୟରେ ଆମେ ଜାଣିଲେ ଏ ବିଷୟ ଲେଖିବାର ତତ୍ପର୍ଯ୍ୟ ଏହିକି ଯେ ସେତେବେଳେ ମଧ୍ୟ…

କବିତା : ବ୍ୟତିକ୍ରମ

ସଞ୍ଜିତା ପ୍ରଧାନ ତୁମେ, ମୁଁ, ସେମାନେ ମାପି ହେଉ ନଥିବା ଦୂରତ୍ୱର ବଳୟ ପରିମାପର ବିଚିତ୍ର ଅଭାବ । ଦେଖ ! ପେଟର ଭୋକ ସ୍ବେଦ ଏଠି ମାଲିକର ହୁକୁମ ରକ୍ତର ପାଉଣା ମାଗେ ଚର୍ମ ଘୋଡେଇ କଙ୍କାଳ ଦିନରାତି ଖଟେ କୋରଡ଼ିଆ ଆଖି ଦୁଇ ଜଳେଇଯାଏ ଖୁଦ ମହଙ୍ଗା ପଡ଼େ । ତେବେ ବି ଲଙ୍ଗଳା…

ଆସିଲା ବାଘ ଗଣନା ରିପୋର୍ଟ, ରାଜ୍ୟରେ ୩୦ ମହାବଳ, ଶିମିଳିପାଳରେ ୨୭ ମଧ୍ୟରୁ ୧୩ କଳାବାଘ ଚିହ୍ନଟ

ଭୁବନେଶ୍ବର: ସାମ୍ନାକୁ ଆସିଲା ରାଜ୍ୟର ବାଘ ଗଣନା ରିପୋର୍ଟ । ଓଡିଶା ଜଙ୍ଗଲରେ ଅଛନ୍ତି ୩୦ ମହାବଳ ବାଘ । କେବଳ ଶିମିଳିପାଳରେ ୨୪ ମହାବଳ ବାଘ ଅଛନ୍ତି । ରାଜ୍ୟରେ ୩୦ ମହାବଳରୁ ୧୪ ଟି ବାଘୁଣୀ ରହିଛନ୍ତି । ସେହିପରି ୧ ବର୍ଷରୁ କମ ୮ ଟି ବାଘ ଛୁଆ ଶିମିଳିପାଳରେ ଅଛନ୍ତି । ସର୍ବଭାରତୀୟ…

ଖାଦ୍ୟପ୍ରେୟରେ କମ୍ ଖର୍ଚ୍ଚ କରନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ଲୋକଙ୍କ ଘରୋଇ ଖର୍ଚ୍ଚକୁ ନେଇ ଏକ ସରକାରୀ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଗତ ୧୦ ବର୍ଷ ଭିତରେ ଭାରତୀୟଙ୍କ ଘରୋଇ ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଆସିଛି । ସେମାନଙ୍କ ଖର୍ଚ୍ଚ ଦୁଇ ଗୁଣ ବଢ଼ିଛି । ହେଲେ ଖାଦ୍ୟ ଓ ପାନୀୟରେ…

ରାଜ୍ୟର ବଡ଼ ଟନେଲ ନିର୍ମାଣ କରୁଛି ପୂର୍ବତଟ ରେଳବାଇ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣ ହେଉଛି ବଡ଼ ବଡ଼ ରେଳପଥ ଟନେଲ। ବୌଦ୍ଧରୁ ଦଶପଲ୍ଲା ମଧ୍ୟରେ ଏହି ଟନେଲ ଗୁଡ଼ିକ ନିର୍ମାଣ ହେଉଛି। ଆଡେଣିଗଡ଼ ଠାରେ ପୂର୍ବତଟ ରେଳବାଇ ସବୁଠାରୁ ଲମ୍ବା ଟନେଲ ପ୍ରସ୍ତୁତ କରୁଛି। ଏହାର ଲମ୍ବ ୪ କିଲୋମିଟର ରହିଥିବା ଜଣାପଡ଼ିଛି। ଏହିପରି ବୌଦ୍ଧରୁ ଦଶପଲ୍ଲା…

ପେଟିଏମର ଅଧ୍ୟକ୍ଷ ବିଜୟ ଶେଖର ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ପେଟିଏମର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଚେୟାରମ୍ୟାନ ପଦରୁ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୫ ଡେଡ ଲାଇନ ପୂର୍ବରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି । ୨୦୨୪ ମାର୍ଚ୍ଚ ମାସ ୧୫ ତାରିଖ ପରେ ପେଟିଏମ ଆଉ କାମ କରିବ ନାହିଁ ବୋଲି ଆରବିଆଇ ପକ୍ଷରୁ ପୂର୍ବରୁ…

ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ

ଭୁବନେଶ୍ଵର: ଆଜି ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦଳିତ ବର୍ଗର ପ୍ରତିନିଧିମାନଙ୍କୁ ନେଇ ଅଖିଳ ଭାରତ ଦଳିତ ଅଧିକାର ଆନ୍ଦୋଳନର ପ୍ରଥମ ରାଜ୍ଯ ସମ୍ମିଳନୀ ଭୁବନେଶ୍ଵର ଭଗବତୀ ଭବନ ସମ୍ମିଳନୀ କକ୍ଷରେ ବିକେଏମୟୁ ରାଜ୍ଯ ସମ୍ପାଦକ ସୁର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।…

ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ

ମୁମ୍ବାଇ: ଦୀର୍ଘ ଦିନ ଧରି ଆଘାତ ସମସ୍ୟାରେ ପଡିବା ପରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ଡିୱାଇ ପାଟିଲ ଟି୨୦ କପରେ ଭାରତ କର୍ପୋରେଶନ ଲିମିଟେଡ ବିପକ୍ଷ ମ୍ୟାଚରେ ସେ ରିଲାଏନ୍ସ ୱାନ ପକ୍ଷରୁ ଖେଳିଥିଲେ । ୩ ଓଭର…