ହାଇଟେକ ହସ୍ପିଟାଲ ଟ୍ରାଜେଡି: ମୃତଦେହ ପରିଚୟ ଦ୍ବନ୍ଦ ଦୂର ପାଇଁ ହେବ ଡିଏନଏ ଟେଷ୍ଟ
ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲ ଓ ମେଡିକାଲ କଲେଜ ଦୁର୍ଘଟଣାରେ ଜ୍ୟୋତି ଓ ଦିଲୀପଙ୍କ ମୃତ୍ୟୁ କୁ ନେଇ ଏବେ ଅନେକ ଦ୍ବନ୍ଦ ଦେଖାଦେଇଛି । ଆଉ ସମସ୍ତ ଦ୍ବନ୍ଦ ଦୂର କରିବାକୁ ଡିଏନଏ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି କମିଶନରେଟ ପୋଲିସ୍ ଅଧିକାରୀ । ପ୍ରଥମେ ଦିଲୀପ ସାମନ୍ତରାୟ ଙ୍କ ମୃତ୍ୟୁ…