Latest Odisha News

BREAKING NEWS

ପୁଣି ଜଳିଲା ମଣିପୁର; ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ଲୁଟିନେଲେ ଗୁଳି ବାରୁଦ

ଇମ୍ଫାଲ: ପୁଣି ଥରେ ଜଳିଲା ମଣିପୁର। ଗୁରୁବାର ରାଜ୍ୟର ବିଷ୍ଣୁପୁର ସମେତ ବହୁ ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି। ମଣିପୁରର ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କୁକି-ଜୋମି ସମ୍ପ୍ରଦାୟର ସମୁଦାୟ ୩୫ଟି ମୃତଦେହକୁ ଏକାସହ…

ଆଜି ଓଡ଼ିଶା ଆସିବେ ଅମିତ ଶାହା, ଗୋଟିଏ ମଞ୍ଚରେ ବସିବେ ନବୀନ-ଶାହା

ଭୁବନେଶ୍ଵର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ରାତି ୧୦ଟା ୪୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ। ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି…

ସୀମା ହାଇଦର ଭାରତ ପ୍ରବେଶ ଉପରେ ଏସଏସବିର କାର୍ଯ୍ୟାନୁଷ୍ଠାନ, ସୀମାରେ ବସ୍ ଯାଞ୍ଚ କରୁଥିବା ୨ ଯବାନ ନିଲମ୍ବିତ

ନୂଆଦିଲ୍ଲୀ: ଦୁଇମାସ ପୂର୍ବେ ପାକିସ୍ତାନରୁ ଭାରତ ପ୍ରବେଶ କରିଥିବା ସୀମା ହାଇଦର ଯୋଗୁଁ ନିଲମ୍ବିତ ହେଲେ ୨ ଯବାନ। ଏହି ୨ ଯବାନ ନେପାଳ-ଭାରତ ସୀମାରେ ଗାଡି ଯାଞ୍ଚ ପାଇଁ ନିୟୋଜିତ ହୋଇଥିଲେ। ନିଲମ୍ବିତଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟର ପଦବୀ ଏବଂ ଅନ୍ୟ ଜଣେ ସୁରକ୍ଷାକର୍ମୀରେ ନିୟୋଜିତ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ପରିବାର ଲୋକ ଗ୍ରହଣ କରିନେବା କ୍ଷେତ୍ରରେ ମଧ୍ୟ ସେଇ ଏକା ଅବସ୍ଥା ।” “ପରିବାର କଥା କହୁଛ! ଡାଡ଼୍ ମମ୍‌ଙ୍କ ପ୍ରତିକ୍ରିୟା କ'ଣ ହେବ ଭାବି ମତେ ଭୟ ଲାଗୁଛି । ମୁଁ ଜାଣେ ଯେ ମୁଁ ଡାଡ଼୍‌ଙ୍କୁ ଏତେଟା ଭଲ ପାଏନି…

୫ ଦିନ ପରେ ମିଳିଲା ନିଖୋଜ ଯବାନଙ୍କ ସନ୍ଧାନ, ଚାଲିଛି ଡାକ୍ତରୀ ପରୀକ୍ଷା

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ମିଳିଲା ସନ୍ଧାନ। ୫ ଦିନ ପରେ ଗୁରୁବାର ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛି। ଏନେଇ ଜମ୍ମୁ କଶ୍ମୀର ପୋଲିସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଟ୍ବିଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ…

ଭାଷା ଭାଗବତ : ନିଦ୍ରାନଂଦ ପାଇଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖିଲେ ଭାଷାର ଅକ୍ଷର ଦୁଶ୍ଚିଂତା ହୋଇଯାଏ ଦୂର ତେଣୁ ମୁଁ ଲିଖନ-ତତ୍ପର ସ୍ବେଚ୍ଛାରେ ହୁଏଁ ବାରଂବାର ଖଂଜିଲେ ପଦ ପରେ ପଦ ମନରୁ ହଟେ ଅବସାଦ ଯୋଡ଼ିଲେ ସ୍ବଭାଷାର ଲିପି ଚିତ୍ତରେ ଶାଂତି ଯାଏ ବ୍ୟାପି ଲେଖିଲେ ଆଉ କ'ଣ…

ଗପ : ଧର୍ମ ସଙ୍କଟ

ଅମିତ୍ ଜେନା        ଅକ୍ଟୋବର ମାସର ସନ୍ଧ୍ୟା, ଶୀତ ପଡିଆସିଲାଣି । କାହିଁକି କେଜାଣି ଏକ ଅଜଣା ଡର ନଳିନୀ ଦେବୀ ଙ୍କୁ ଭାରି ଚିନ୍ତାଗ୍ରସ୍ତ କରୁଥାଏ । ଏକମାତ୍ର ପୁଅ ରବି ଦ୍ବିପହରୁ କେଉଁ ବାହାଘର ଭୋଜି ଖାଇବାକୁ କଟକ ଯାଇଛି ଯେ ଏଇଯାଏଁ ଫେରିନି । କୋଡିଏ ବର୍ଷ ତଳେ ସ୍ୱାମୀ ଗାଡି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପହିଲି ଭୋଗ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ବର୍ଣ୍ଣନା ନିଶ୍ଚିତ ଭାବରେ ଶ୍ରୀଜଗନ୍ନାଥଙ୍କ ଧର୍ମଧାରା ଓ ଆଧ୍ୟାତ୍ମିକ ପ୍ରକାଶର ପରିପନ୍ଥୀ ; ଯାହାକି ବୈଦିକ, ପ୍ରାଗ ବୈଦିକ, ଆର୍ଯ୍ୟ…

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍, କେଜ୍ରିଓ୍ବାଲ କହିଲେ ମୋଦୀଙ୍କୁ ବିଶ୍ୱାସ କରନ୍ତୁନି ଦେଶବାସୀ

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍, ଯାହାକୁ ସରକାରୀ ଭାବେ ଦ ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩ ବୋଲି କୁହାଯାଉଛି, ଗୁରୁବାର ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ସାଂସଦ ବିରୋଧ ପ୍ରଦର୍ଶନ କରି କକ୍ଷତ୍ୟାଗ…

ସରକାରୀ ହସ୍ପିଟାଲରେ ବେଡ୍ ପିଛା ରୋଗୀଙ୍କ ଖାଇବା ଅନୁଦାନ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ସରକାରୀ ଡାକ୍ତରଖାନାରେ ବେଡ ପିଛା ରୋଗୀଙ୍କ ଦୈନିକ ଖାଦ୍ୟ ପାଇଁ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ…