ମୁଁ ମଲାଲା ନୁହେଁ, ମୁଁ ଭାରତରେ ସ୍ୱାଧୀନ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଜଣେ ସମାଜସେବୀ ତଥା ସାମ୍ୱାଦିକ ୟାନା ମୀରଙ୍କୁ ବ୍ରିଟେନ୍ ସଂସଦରେ ବିବିଧତା ଆମ୍ୱାସାଡର ପୁରସ୍କାରରେ ସମ୍ମାନିତ କରାଯାଇଛି । ଜମ୍ମୁ କାଶ୍ମୀରକୁ ନେଇ ପ୍ରଚାର ପ୍ରସାର ବିରୋଧରେ ୟାନା ମୀରଙ୍କ ଭାଷଣ ଭାଇରାଲ ହେବାରେ ଲାଗିଛି । ବ୍ରିଟେନର ଜମ୍ମୁକାଶ୍ମୀର…