Latest Odisha News

BREAKING NEWS

ଶୋଇବା ବେଳେ ମଶା ଘଉଡାଇବା ଧୂପ ହେଲା କାଳ, ଚିରନିଦ୍ରାରେ ସୁରକ୍ଷାକର୍ମୀ!

କେନ୍ଦୁଝର: ମଶା ଘୋଉଡାଇବାକୁ ବ୍ୟବହାର କରୁଥିବା ଧୂପ ନେଲା ଜୀବନ। ଏକ ଘରୋଇ କମ୍ପାନୀର ଜଣେ କାର ଚାଳକ ଏବଂ ଅନ୍ୟ ଜଣେ ସୁରକ୍ଷା କର୍ମୀ ଏକ ଘରେ ମଶା ଧୂପ ଲଗାଇ ଶୋଇଥିଲେ। ଏହି ସମୟରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବାବେଳେ କାର ଚାଳକ ଜଣଙ୍କ ଗୁରୁତର ହୋଇ…

ମଧ୍ୟପ୍ରଦେଶରେ କମଲନାଥଙ୍କୁ ପିସିସି ସଭାପତି ପଦରୁ ଛୁଟି ଦେଲା କଂଗ୍ରେସ

ଭୋପାଳ: ମଧ୍ଯ଼ପ୍ରଦେଶ ଏବଂ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ପରିବର୍ତ୍ତନ ଆଣିଛି। କଂଗ୍ରେସ ମଧ୍ଯ଼ପ୍ରଦେଶ କଂଗ୍ରେସ ସଭାପତି ପଦରୁ କମଲନାଥଙ୍କୁ ହଟାଇ ନୂଆ ଅଧ୍ଯ଼କ୍ଷ ଭାବେ ଜିତୁ ପଟୱାରୀଙ୍କୁ ନିଯୁକ୍ତ କରିଛି। ହେମନ୍ତ କଟାରେ ବିରୋଧୀ ଦଳ ଉପନେତା ଏବଂ ଉମଙ୍ଗ ସିଂଘର ବିରୋଧୀ…

ଚେନ୍ନାଇ ସୁପର କିଙ୍ଗସରେ ଧୋନିଙ୍କ ଉତ୍ତରାଧିକାରୀ କିଏ ହେବେ?

ଚେନ୍ନାଇ: ହାର୍ଦ୍ଦିକ ପାଣ୍ଡ୍ଯ଼ା ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଫ୍ରାଞ୍ଚାଇଜିର ଅଧିନାୟକ ଭାବରେ ସ୍ଥାନ ପାଇଛନ୍ତି। ଏପରି ପରିବର୍ତ୍ତନ ପଛରେ ମୁମ୍ବାଇ ଇଣ୍ଡିଆନ୍ସ ଯୁକ୍ତି ରଖିଛି ଯେ ସେମାନେ ଭବିଷ୍ଯ଼ତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ…

ରାଜଧାନୀରେ ବୁଲା କୁକୁର ଆତଙ୍କ: କ୍ୟାପିଟାଲ ହସ୍ପିଟାଲରେ ବଢୁଛି କୁକୁର କାମୁଡା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ବୁଲା କୁକୁରଙ୍କ ଉତ୍ପାତ। ରାସ୍ତାଘାଟ ଗଳିକନ୍ଦିରେ ରାଜ୍‌ ଚଳାଇଛନ୍ତି ବୁଲା କୁକୁର । ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ। ହଠାତ୍‌ ଗାଡ଼ି ଆଗକୁ ଆସିଯିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଗତ କିଛିଦିନ ହେବ କୁକୁରଙ୍କ ଉପଦ୍ରବ କ୍ରମାଗତ ଭାବେ ବୃଦ୍ଧି ପାଇଛି।…

କଲେଜ ଛାତ୍ର ହତ୍ୟା ଘଟଣାର ପର୍ଦ୍ଦାଫାସ, ୩ ଅଭିଯୁକ୍ତଙ୍କୁ ଗିରଫ କଲା ରାୟଗଡ଼ ପୁଲିସ

ରାୟଗଡ଼ା: ଗତକାଲି ରାୟଗଡ଼ା ସହରରେ ହୋଇଥିବା କଲେଜ ଛାତ୍ର ହତ୍ୟା ଘଟଣାର ଆଜି ପର୍ଦ୍ଦାଫାସ କରିଛି ପୁଲିସ। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂଚନା ଦେଇଛି। ରାୟଗଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି…

ଡିସେମ୍ବର ୧୭ ଓ ୧୮ରେ ସୁରତ ଓ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସୁରତ ଓ ବାରଣାସୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ । ଦୁଇ ରାଜ୍ୟର ଗସ୍ତରେ ଯାଇ ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ପୂର୍ବାହ୍ନ ପ୍ରାୟ ୧୦ଟା ୪୫ମିନିଟ୍‌ରେ ପ୍ରଧାନମନ୍ତ୍ରୀ ସୁରତ ବିମାନବନ୍ଦର ନୂତନ…

ଆଇଟି ରେଡ୍ ପରେ ଧୀରଜଙ୍କ ସହ ବ୍ୟକ୍ତିଗତ ସମ୍ପର୍କକୁ ଖାରଜ କଲେ ବିକ୍ରମ

ଢେଙ୍କାନାଳ: ଢେଙ୍କନାଳ ସ୍ଥିତ ଶକ୍ତି ମଲ୍ଚଟଏୟାର ଏବଂ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ରେଡ୍ ପରେ ପ୍ରତିକ୍ରିୟା ରଖିଛନ୍ତି କମ୍ପାନୀର ମାଲିକ ବିକ୍ରମ ସାହୁ। ବୌଦ୍ଧ ଡିଷ୍ଟଲାରୀ କମ୍ପାନୀ ସହ ଲିଙ୍କ ଥିବାରୁ ରେଡ୍ ହୋଇଥିବା ଚର୍ଚ୍ଚାକୁ ସେ ଖାରଜ କରିଛନ୍ତି। ଆଉ କହିଛନ୍ତି,…

ଏହି ୭ଜଣ ସେଲିବ୍ରିଟି ହେଉଛନ୍ତି ବଲିଉଡର ସବୁଠାରୁ କଞ୍ଜୁସ୍ ଷ୍ଟାର, ପଞ୍ଚମ ବ୍ୟକ୍ତିଙ୍କ ନାଁ ଶୁଣିଲେ ହୋଇଯିବେ…

ଭୁବନେଶ୍ଵର: ଅନେକ ବଲିଉଡ ତାରକା ଅଛନ୍ତି ଯେଉଁମାନେ ପଇସା ସଞ୍ଚୟ କରିବାକୁ ଭଲ ପାଆନ୍ତି | ସେହିପରି କେତେକ ତାରକା ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ କେତେକ ତାରକା ସପିଙ୍ଗ କରିବାକୁ ବହୁତ ପସନ୍ଦ କରିଥାନ୍ତି । କିଛି ଲୋକ ନିଜ ଜୀବନ କାଳରେ ବହୁତ ଟଙ୍କା ରୋଜଗାର…

ସୁନା ଶଙ୍ଖ କହି ବାପ-ପୁଅଙ୍କଠାରୁ ଠକିନେଲେ ୩ଲକ୍ଷ

ନବରଙ୍ଗପୁର: ଉମରକୋଟରେ ନକଲି ସୁନା ଶଙ୍ଖ ବିକ୍ରି ଅଭିଯୋଗ । ନକଲି ଶଙ୍ଖ ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପୋଲିସ। ଲୋକ ବାରମ୍ବାର ଏଥିରେ ଠକାମୀର ଶିକାର ହେଉଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ପୋଲିସ ପକ୍ଷରୁ ନକଲି ସୁନା ଶଙ୍ଖ ବିକ୍ରିକୁ ନେଇ ବିସ୍ତୃତ ସୂଚନା ଦିଆଯାଇଛି।…

୮୬ ବର୍ଷ ବୟସରେ ଆଖିବୁଜିଲେ କୁଏତର ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବ 

ନୂଆଦିଲ୍ଲୀ: କୁଏତ ମୁଖ୍ୟ ଏମିର ଶେଖ ନୱାଫ ଅଲ ଅହମ୍ମଦ ଅଲ ସାବଙ୍କ ୮୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ନଭେମ୍ବର ମାସରେ ଅସୁସ୍ଥତା ପାଇଁ ଶେଖ ନୱାଫଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି ତାଙ୍କର ପରଲୋକ ଘଟିଛି। ଭାଇ ଶେଖ ସବାଙ୍କର…