ଭାଷା ଭାଗବତ : ପାରସ୍ପରିକ ସହଯୋଗ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ସଂଶୋଧକଂକୁ 'ଧନ୍ୟବାଦ'
ଦେଇ ନ ହଟିଲେ ପ୍ରମାଦ
ମନରେ ଜନ୍ମେ ବହୁ ଖେଦ
ଭାଷାକୁ ପଡ଼ଇ ବିପଦ
ଶୁଦ୍ଧତାକୁ କରିଲେ ସାଥୀ
ସାର୍ଥକ କାମ କରେ ବ୍ୟକ୍ତି
ଯାହା ବି ହୁଏ ତା'ର କୃତି
ତା ହୁଏ ଜାତିର ସଂପତ୍ତି…