Latest Odisha News

BREAKING NEWS

କାପଡ଼ାଗୁନ୍ଦା ଓ ଇଡ଼ତାଲକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

ରାୟଗଡ଼ା: ରାୟଗଡ଼ା ଜିଲା ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ହାତବୁଣା ଶାଲ୍ କାପଡ଼ାଗୁନ୍ଦା ଏବଂ ଗୁଣପୁର ଲାଞ୍ଜିଆ ସୌରାଙ୍କ ଚିତ୍ରକଳା ଇଡିତାଲକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଓଡ଼ିଶାର ୭ଟି ସାମଗ୍ରୀ ମଧ୍ୟରୁ କାପଡ଼ାଗୁନ୍ଦା ଜିଆଇ ଟ୍ୟାଗ୍‌କୁ କେନ୍ଦ୍ର ସରକାର ପକ୍ଷରୁ ଏହି…

ରାଜ୍ୟପାଳଙ୍କ ପାଇଁ ୩ ପରାମର୍ଶଦାତା ନିଯୁକ୍ତ 

ଭୁବନେଶ୍ଵର; ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟପାଳ ରଘୁବର ଦାସଙ୍କ ପାଇଁ ପରାମର୍ଶଦାତା ଭାବେ ୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଉଛନ୍ତି, ଅବରସରପ୍ରାପ୍ତ ଆଇଏଏସ୍ ଅଫିସର ସନ୍ତୋଷ କୁମାର ଶତପଥୀ, ପ୍ରଫେସର ଡାକ୍ତର ଶୁକ୍ଳା ମହାନ୍ତି ଓ ଶ୍ରୀ ସୁବ୍ରତ କୁମାର ମହାନ୍ତି। …

ଓଡ଼ିଶାର ୧୦ ଜିଲ୍ଲା ଦେଇ ଛତିଶଗଡ଼ ଯିବ ରାହୁଲଙ୍କ ନ୍ୟାୟ ଯାତ୍ରା!

ଭୁବନେଶ୍ୱର: କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ 'ଭାରତ ନ୍ୟାୟ ଯାତ୍ରା'କୁ ଓଡ଼ିଶା ଦେଇ ଯିବାର ଯୋଜନା ରହିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)ର ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ଏହି ଯାତ୍ରାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା…

ଗୋଟିଏ ଦିନରେ ପଡିଲା ୨୩ ୱିକେଟ, ଭାରତ ଏବେ ବି ୩୬ ରନରେ ଅଗ୍ରଣୀ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବୁଧବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୩୬ ରନରେ ଅଗ୍ରଣୀ ରହିଛି । ଗୋଟିଏ ଦିନରେ ୨୩ଟି ୱିକେଟର ପତନ ଘଟିଛି । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫୫ରନ କରି ଅଲଆଉଟ ହୋଇ ଯାଇଥିଲା ।…

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ବନ୍ଧା ହେଲା ଯୁବକ 

ଜୟପୁର; ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ମହିଳା ପୁଲିସ। ଗିରଫ ଅଭିଯୁକ୍ତ ଜଣକ ହେଲା ବୈପାରିଗୁଡା ଥାନା ଅନ୍ତର୍ଗତ ଡଙ୍ଗାଯୋଡି  ବି. ବି ଗୋଲୋରି (୨୪)।   ସୂଚନା ଅନୁସାରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ବାସନ ସଫା କରୁଥିବା ବେଳେ…

ଜୀବିକା ମିଶନର ଅସଲମୁଖା ଖୋଲିଲେ ମହିଳା ;  ୧୦ ଲକ୍ଷ ଟଙ୍କାର ପ୍ରକଳ୍ପରେ ଦୁର୍ନୀତି ହେଉଛି 

କଟକ ;  ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗରେ ହେଉଥିବା ଦୁର୍ନୀତି ଏବେ ସାମ୍ନାକୁ ଆସିଛି। । ଜୀବିକା ମିଶନ ମାଧ୍ୟମରେ ମିଶନ ଶକ୍ତି ବିଭାଗ ମହିଳାଙ୍କୁ ପ୍ରତାରଣା କରୁଥିବା ଅଭିଯୋଗ ହୋଇଛି। ଜଳେଶ୍ୱର ବ୍ଲକ ଅଧିନସ୍ଥ ଚମାରଗାଁ ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ…

କବରସ୍ଥାନରେ ଭୟଙ୍କର ବିସ୍ଫୋରଣ, ୭୩ ମୃତ, ୧୭୦ ଆହତ

ତେହେରାନ: ଇରାନର କେରମାନ ସହରର ଏକ କବରସ୍ଥାନ ନିକଟରେ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ ଆହତ ହୋଇଛନ୍ତି । ଇରାନର ପୂର୍ବତନ କମାଣ୍ଡର କାସିମ ସୁଲେମାନୀଙ୍କୁ ଏହି କବରସ୍ଥାନରେ ସମାଧି ଦିଆଯାଇଛି । ତାଙ୍କ ମୃତ୍ୟୁର ୪ର୍ଥ ବାର୍ଷିକୀ ପାଳନ ପାଇଁ ସେଠାରେ…

ଭାରତୀୟ ଇନିଂସର ନାଟକୀୟ ପତନ: ୧୧ ବଲ, ୦ରନ, ୬ ୱିକେଟ

କେପଟାଉନ: ଚଳିତ ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନାଟକୀୟ ଢ଼ଙ୍ଗରେ ୱିକେଟ ପତନ ହେବାରେ ଲାଗିଛି । ଏ ପର୍ଯ୍ୟନ୍ତ ୨୦ଟି ୱିକେଟର ପତନ ହୋଇସାରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୫୫ ରନରେ…

ରାମ ଭଜନ ବାଜିବା ମାତ୍ରେ ନାଚିଲେ କୋହଲି

କେପଟାଉନ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଅବସରରେ ବିରାଟ କୋହଲି ରାମ ସିୟା ରାମ ଭଜନରେ ନାଚୁଥିବା ଦେଖିବାକୁ ମିଳିଥିଲା । ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିବ୍ୟ ବାତାବରଣ ନେଇ ସାରା ଦେଶ ଝୁମି ଉଠିଛି । କୋହଲି ବି ଏଥିରୁ ବାଦ…

‘ମୁଁ ମରି ସାରିଥିଲି, ମୋର ପୁର୍ନଜନ୍ମ ହୋଇଛି‘

ମୁମ୍ଵାଇ; ୨୦୨୩ର ଶେଷ ମାସ ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା। ଡିସେମ୍ବର ୧୪ରେ ଫିଲ୍ମ ‘ଓ୍ୱେଲକମ୍ ଟୁ ଦ ଜଙ୍ଗଲ‘ର ସୁଟିଂ ଚାଲୁଥିବା ସମୟରେ ଶାରୀରିକ ଅସୁସ୍ଥତା ଅନୁଭବ କରିଥିଲେ ଶ୍ରେୟାସ୍। ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ହାର୍ଟ ଆଟାକ୍ ହୋଇଥିବା…