ସ୍ଥାପନ ହେଲା ଶୁଭ ଖମ୍ବ, ପାଞ୍ଚ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ
ନୂଆପଡା: ଚଳିତ ମାସର ୨୯ ତାରିଖ ରୁ ୫ ଦିନ ଧରି ଜମିବ ଖଡ଼ିଆଳ ମହୋତ୍ସବ ୨୦୨୪ l ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଖଡ଼ିଆଳ ମହୋତ୍ସବ ୨୦୨୪ ପାଇଁ ଶୁଭ ଖମ୍ଭ ସ୍ଥାପନ କରାଯାଇଛି l ଏହି ଖମ୍ଭ ସ୍ଥାପନ ଉତ୍ସବରେ ଯୋଗ ଦେଇଥିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ l
ଚଳିତ ମାସ ର ୨୯ ତାରିଖ…