Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦର ମହିମା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ଆଲୋଚନା କରିବା ସମୟରେ ଦୁଇଟି ଶବ୍ଦ ବିଶେଷ ପ୍ରୟୋଗ ହୋଇଥାଏ । ପ୍ରଥମଟି" ଅମୁଣିହାଁ "ଓ ଦ୍ଵିତୀୟଟି "ଅଭଡା " ।ତେବେ ପ୍ରଥମେ ଜାଣିବା "ମଣୋହି…

ଦୋକାନୀଙ୍କ କଥାରେ ରାଗିଗଲେ ଗ୍ରାହକ: ୧୦ ହଜାର ଟଙ୍କାର ନୁଡୁଲ୍ସ ପ୍ୟାକେଟ କିଣି ନଷ୍ଟ କରିଦେଲେ

ଚୀନ୍‌: ନିତିଦିନିଆ ଜୀବନରେ ବେଳେବେଳେ ଏପରି ଘଟଣା ଘଟେ ଯାହା ଆଦୌ କେହି ବି ଆଶା କରି ନ ଥାନ୍ତି । ଆଉ ସେହି ଘଟଣା ଅନେକ ସମୟରେ ଆବଶ୍ୟକହୀନ ମନେ ହୁଏ । ସିଧା ଭାବରେ କହିଲେ ଅନ୍ୟର କଥାକୁ ଚାଲେଞ୍ଜ କରି ଜଣେ ଜଣେ ବ୍ୟକ୍ତି ଏମିତି କିଛି କରି ବସନ୍ତି ଯାହା ଅନେକଙ୍କ ପାଇଁ ଅନୁଚିତ୍ ମନେ…

ଏନ୍ଆଇଟି ରାଉରକେଲାର ନିଖୋଜ କର୍ମଚାରୀଙ୍କ ମୃତଦେହ ଝରଣା ନିକଟରୁ ଠାବ

ରାଉରକେଲା: ନିଖୋଜର ୨ ଦିନ ପରେ ଏନଆଇଟି ରାଉରକେଲାର କର୍ମଚାରୀଙ୍କ ମୃତଦେହ ମିଳିଛି । ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଅଞ୍ଚଳର ଝରଣା ନିକଟରୁ ମୃତଦେହ ମଙ୍ଗଳବାର ମୃତଦେହ ଉଦ୍ଧାର କରାଯାଇଛି । ଝରଣାରେ ଖସି ପଡ଼ିବା ପରେ ୨ ଦିନ ହେଲା ନିଖୋଜ ଥିଲେ କର୍ମଚାରୀ ଜଣଙ୍କ । ଓଡ୍ରାଫ୍, ଅଗ୍ନିଶମ…

ଜୟଦେବ ଉନାଡକଟ ରଚିଲେ କୀର୍ତିମାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଜୟଦେବ ଉନାଡକଟ ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ପ୍ରଥମ ଖେଳାଳି ଭାବେ ଦୀର୍ଘଦିନ ବ୍ୟବଧାନରେ ଜାତୀୟ ଦଳକୁ ଫେରିଛନ୍ତି । ଜୟଦେବ ୩୫୩୯ ଦିନ ପରେ ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆରେ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି ।…

‘ରକି ଔର ରାନୀ କି ପ୍ରେମ କାହାନୀ’ର ପ୍ରଶଂସା କଲେ ଅନୁରାଗ: ଭଲ ଲାଗିବାରୁ ୨ ଥର ଦେଖିଲି

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଯାଇଛି ବଲିଉଡ଼ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନିତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ । କରଣ ଜୋହରଙ୍କ ଏହି ଫିଲ୍ମ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏହା ବକ୍ସ ଅଫିସରେ ଧମାଲ କରୁଛି । ଏଥିରେ ରଣବୀର ଓ ଆଲିଆଙ୍କ ଯୋଡ଼ିକୁ ଲୋକେ…

ଆଉ ମାସ ମାସ ନୁହେଁ, କିଛି ଦିନରେ ନିର୍ମାଣ ହେବ ଘର

ମାଡ୍ରାସ:  ଆଜିକାଲି ଘର ଖଣ୍ଡିଏ ନିର୍ମାଣ କରିବା କଷ୍ଟକର ହୋଇପଡ଼ିଛି । ସବୁ ସୁବିଧା ଥିଲେ ମଧ୍ୟ ଗୋଟେ ଘର ତିଆରି କରିବାକୁ ମାସ ମାସ ସମୟ ଲାଗିଯାଏ । ଆଜିର ବ୍ୟସ୍ତବହୁଳ ଜୀବନରେ ଘର ଖଣ୍ଡିଏ ନିର୍ମାଣ କରିବାକୁ କାହା ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ । ଶ୍ରମିକ ଏବଂ ମିସ୍ତ୍ରୀଙ୍କ ପଛରେ…

ସୋମବାର ଝଡବାତ୍ୟା ଓ ପ୍ରବଳ ବର୍ଷା ପରିବେଶ ପରିବର୍ତ୍ତନର କାରଣ: ସିଇସି

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ଗତକାଲି ହୋଇଥିବା ଝଡ଼ବାତ୍ୟା ଏକ ଅକସ୍ମାତ୍ ଘଟଣା ଓ ପରିବେଶ ପରିବର୍ତ୍ତନକୁ ନିର୍ଦ୍ଦେଶ କରେ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିିଇସି)ର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ କହିଛନ୍ତି । ଗତକାଲି ଏହି ଝଡବାତ୍ୟା…

୧୪ରୁ ଆରମ୍ଭ ହେବ ‘କୌନ ବନେଗା କରୋଡ ପତି ସିଜିନ୍ ୧୫’, ପ୍ରୋମୋ ରିଲିଜ

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠୁ ବେଶୀ ଲୋକପ୍ରିୟ କୁଇଜ୍ ଶୋ’ କୌନ ବନେଗା କରୋଡପତି ସିଜିନ୍ ୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ସୋମବାର ଏହି ନୂଆ ଏପିସୋଡ଼ର ପ୍ରୋମୋ ରିଲିଜ୍ ହୋଇଛି । ଏହି ଶୋର ମୁଖ୍ୟ ଆକର୍ଷଣ ହେଉଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ସେ ବର୍ଷ ବର୍ଷ ଧରି ଏହି ଶୋ’କୁ…

ରାଜ୍ୟପାଳଙ୍କ ଦ୍ୱାରା କିଟରେ କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‍ଘାଟିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ୱାରା କିଟରେ ବିଶାଳ କାର୍ଡିଓପଲ୍‍ମୋନାରୀ ରେସସାଇଟେସନ୍‍ (ସିପିଆର) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । କିଟ୍ ସହଯୋଗରେ ଜଗନ୍ନାଥ ସର୍ଭିସ୍‍ ଫାଉଣ୍ଡେସନ୍‍ ଓ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ଅନୁଷ୍ଠିତ ଏହି…

ବ୍ରିଜ ଭୂଷଣଙ୍କୁ ବଡ ଆଶ୍ୱସ୍ତି: ପୋଲିସ କ୍ଲୋଜର ରିପୋର୍ଟକୁ ବିରୋଧ କଲେନି ନାବାଳିକା ରେସଲର

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କୁ ଆଜି ବଡ ଆଶ୍ୱସ୍ତି ମିଳିଛି । ନାବାଳିକା ରେସଲରଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ନାବାଳିକାଜଣଙ୍କ ପରେ ଏହି ଅଭିଯୋଗରୁ ହଟି ଯାଇଥିଲେ । ଆଜି ପୋଲିସ…