Latest Odisha News

BREAKING NEWS

ହିଟ୍ ଆଣ୍ଡ ରନ୍ ଆଇନ ଉପରେ ସରକାରଙ୍କ ପ୍ରତିଶ୍ରୁତି ପରେ ଟ୍ରକ ଡ୍ରାଇଭରଙ୍କ ଧର୍ମଘଟ ଶେଷ!

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ସଙ୍କଟ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏଟିସି) ସହ ବୈଠକ ପରେ ଗୃହ ମନ୍ତ୍ରଣାଳୟ ଟ୍ରକ୍ ଚାଳକମାନଙ୍କୁ ଧର୍ମଘଟ ଶେଷ କରିବାକୁ ନିବେଦନ କରିଛି। ବୁଧବାରଠାରୁ ଟ୍ରକ୍ ଚାଳକମାନେ ରାସ୍ତାକୁ…

କେଜ୍ରିଓ୍ବାଲଙ୍କୁ ଘାରିଛି ଗିରଫ ଭୟ? ଇଡିର ତୃତୀୟ ସମନକୁ ବି ଏଡ଼ାଇଲେ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟର ସମନକୁ ଏଡ଼ାଇଛନ୍ତି। ତୃତୀୟ ଥର ପାଇଁ ସେ ଇଡିର ସମନକୁ ଏଡାଇ ଦେଇଛନ୍ତି। ଇଡିର ନୋଟିସକୁ ବେଆଇନ ବୋଲି କହି କେଜ୍ରିୱାଲ ତଦନ୍ତକାରୀ ସଂସ୍ଥାକୁ ଲିଖିତ ଜବାବ ପଠାଇଥିବା…

ଯାତାୟତରେ ବାଧକ ସାଜୁଛି ଘନ କୁହୁଡି, ଆସନ୍ତା ୬ ଯାଏଁ ନିସ୍ତାର ନାହିଁ

ଭୁବନେଶ୍ବର: ରାଜ୍ୟରେ କମୁଛି ଶୀତ ବଢୁଛି କୁହୁଡି । ସକାଳୁ ସକାଳୁ ଚାରିଆଡେ ଘନ କୁହୁଡିର ବଳୟ ଦେଖିବାକୁ ମିଳୁଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହେଉଥିବାବେଳେ, ହଇରାଣ ହେଇଯାଉଛନ୍ତି ଲୋକେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ଅଧିକ ପ୍ରଭାବ ରହିବା ନେଇ ଆଲର୍ଟ କରିଛି ପାଣିପାଗ…

ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ହାଇଟେକ୍‌ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ନିବାସୀ ଶ୍ରୀତମ ସାହୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିିଳିଛି। ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଅନ୍ୟ ୨ ଗୁରୁତର ଏବେ ବି ଚିକିତ୍ସାଧୀନ ରହିଛନ୍ତି। ୨୯…

କୁହୁଡି ସାଜିଲା କାଳ: ପିକନିକ ବସ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୧୪ ମୃତ, ୨୭ ଆହତ

ଗୌହାଟି: ଆସାମର ଡେରଗାଓଁରେ ବୁଧବାର ଭୋର ପ୍ରାୟ ୫ଟା ବେଳେ ୪୫ ଜଣଙ୍କୁ ନେଇ ଯାଉଥିବା ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଦୁର୍ଘଟଣା ବାବଦରେ ସ୍ପଷ୍ଟ କରି କହିଛି ଯେ ଡେରଗାଓଁଠାରେ…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ପୌଷ କୃଷ୍ଣ ସପ୍ତମୀ ତିଥି । ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଅପରାହ୍ନ ୪ ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ…

ଆଜି ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ର ଉଦଘାଟନ କରିବେ । ୨ ହଜାର ୭୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ । ଏହା ସହିତ ଆଜି ୩୦୫ କୋଟିର ଅନ୍ୟାନ୍ୟ ପ୍ରକଳ୍ପ ର ଉଦଘାଟନ ଓ ସହ ୨…

ଯୋଗାଡ଼ି ପାରିଲେ ହେଲା

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ଅଖା ନାହିଁ କି ବିରି ନାହିଁ, ତଥାପି ତାଙ୍କ ଘରେ ଅଭାବ ନାହିଁ । କ'ଣ ବୁଝିପାରିଲେନି? ତେବେ ଶୁଣନ୍ତୁ । କିଛି ପୋଖତ ବେପାରୀ ଅଛନ୍ତି, ଯିଏ ନିଜେ କିଛି ଅମଳ କରନ୍ତି ନାହିଁ ହାଟକୁ କେବଳ ଦଣ୍ଡିପଲା ବଟକରା ନେଇକି ଯାଆନ୍ତି । ସେଇଠୁ ଚାଉଳ, ମୁଗ, ବିରି,…

କବିତା : ଅବନା

ରାଜଲକ୍ଷ୍ମୀ ତ୍ରିପାଠୀ ଜୀବନ: ଏକ ନିଶ୍ବାସ ପ୍ରଶ୍ବାସ ଆଗମନ ଓ ପ୍ରତ୍ୟାଗମନ କିଛି ଦୃଶ୍ୟ କିଛି ଅଦୃଶ୍ୟ ମନ: ସେମିତି ରହିଥାଉ ନଯାଉ ଉପରକୁ ନଆସୁ ତଳକୁ । ସମୟ: ଆସିବ ଯିବ ଭୁଲିନି ଭୁଲିଛି ମୁଣ୍ଡ ଉପରେ ପାରାଭାଡି । ସ୍ବପ୍ନ: ଇଶ୍ବର ଦୋଳିରେ ଝୁଲୁଛନ୍ତି…

ଭାଷା ଭାଗବତ : ଶବ୍ଦ ମିଳାମିଶା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଶବ୍ଦାର୍ଥ ସଂଧାନୀ ସଜ୍ଜନ ଏଣିକି ଶବ୍ଦର ଗଠନ ଆଡ଼କୁ ଦେଲେ ଟିକେ ଧ୍ୟାନ ବୁଝିବେ ଆଦାନପ୍ରଦାନ ବହୁ ଉତ୍ସରୁ ଶବ୍ଦ ଆସି ଭାଷାରେ ଯାଇଥାଂତି ପଶି ତା'ପରେ ଯାଇଥାଂତି ମିଶି ହୁଅଂତି ବହୁ ଭାଷା-ବାସୀ ତେଣୁ ଶବ୍ଦର ସମାନତା ଅଟେ…