Latest Odisha News

BREAKING NEWS

ସମ୍ବଲପୁରରୁ ଅଯୋଧ୍ୟା ଗଲା ଆସ୍ଥା ସ୍ୱତନ୍ତ୍ର ଟ୍ରେନ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର: ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଖେତରାଜପୁର ରେଳ ଷ୍ଟେସନ ଯାଇ ସମ୍ବଲପୁର-ଦର୍ଶନନଗର-ସମ୍ବଲପୁର ଆସ୍ଥା ସ୍ପେଶାଲ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଆସ୍ଥା ସ୍ପେଶାଲ ଟ୍ରେନ ଯୋଗେ ପଶ୍ଚିମ ଓଡିଶାର ରାମଭକ୍ତ ଅଯୋଧ୍ୟା ଯାଇ…

ମହାଶିବରାତ୍ରୀରେ ପାଇବାକୁ ଚାହୁଁଛନ୍ତି ମହାଦେବ ଆଶିର୍ବାଦ, ତେବେ ପୂଜାରେ ଲଗାନ୍ତୁ ଏହି ପୁଷ୍ପ

ଭୁବନେଶ୍ଵର: ସନାତନ ଧର୍ମରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ମହାଶିବରାତ୍ରୀ ପର୍ବ ଅତ୍ୟନ୍ତ ସ୍ୱତନ୍ତ୍ର । ଏହି ଦିନ ଭଗବାନ ଶିବଙ୍କର ମା’ ପାର୍ବତୀଙ୍କ ସହ ବିବାହ ସମ୍ପର୍ଣ୍ଣ ହୋଇଥିଲା । ଏହି ଦିନ ଭଗବାନ ଶିବ ଜ୍ୟୋତିର୍ଲିଙ୍ଗ ଅବତାରରେ ମଧ୍ୟ ପ୍ରକଟ ହୋଇଥିଲେ । ଶିବ…

ମାଗଣାରେ ଟଙ୍କା ବାଣ୍ଟିବେ ସରକାର?

ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ଗୋଟେ ପରେ ଗୋଟେ ଖୁସି ଖବର ଦେଉଛନ୍ତି ସରକାର। କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ପରି ବିଭିନ୍ନ ଯୋଜନାରେ ରାଜ୍ୟବାସୀଙ୍କ ପାଖରେ ସହାୟତା ପହଞ୍ଚିଥିବା ବେଳେ ଏବେ ଆଉ ଏକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ। ଏବେ ଆଉ ଦରଦାମ ବୃଦ୍ଧିର…

ଇସ୍କନ ମନ୍ଦିରର କ’ଣ ରହିଛି ଇତିହାସ? କିପରି ହୋଇଥିଲା ‘ହରେ କୃଷ୍ଣ ମୁଭମେଣ୍ଟ’ ର ଆରମ୍ଭ…

ନୂଆଦିଲ୍ଲୀ: 'ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ, ହରେ ରାମ ହରେ ରାମ ରାମ ରାମ ହରେ ...' ଏହି ମନ୍ତ୍ର ଜପ କରି ଭକ୍ତମାନେ ମନ୍ଦିର ଠାରୁ ଆରମ୍ଭ କରି ମଥୁରା, ଶ୍ରୀମନ୍ଦିର ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳରେ କୃଷ୍ଣ ଭକ୍ତିରେ ଲିନ ଥିବା ନଜର ଆସିଥାନ୍ତି । ଭାରତ ବ୍ୟତୀତ ଲଣ୍ଡନ,…

ମାର୍ଚ୍ଚରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ!

ଭୁବନେଶ୍ୱର:ରାଜ୍ୟସଭା ପରେ କେବେ ହେବା ଲୋକସଭା ନିର୍ବାଚନ? ଏନେଇ ପ୍ରଶ୍ନ ଲାଗି ରହିଥିବା ବେଳେ ଶୁଣିବାକୁ ମିଳୁଛି ଯେ ମାର୍ଚ୍ଚ ମାସରେ ହୋଇପାରେ ନିର୍ବାଚନ। ଦେଶର ନିର୍ବାଚନ ଆୟୋଗ (ଇସିଆଇ) ଲୋକ ସଭା ନିର୍ବାଚନ ପାଇଁ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ବିଶେଷ ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୯…

ଏଥର ପରସ୍ପରର ସପକ୍ଷରେ ନୁହେଁ ବିପକ୍ଷରେ ନଜର ଆସିବେ ଶାହରୁଖ ଓ ସଲମାନ ଖାନ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ଦେଖିବାକୁ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଭରି ହୋଇ ରହିଛି । ଶେଷ ଥର ସଲମାନ ଖାନଙ୍କୁ ଶାହାରୁଖଙ୍କ ଚଳଚ୍ଚିତ୍ର ପଠାନରେ ଦେଖିବାକୁ ମିଳିଥିଲା । ସେବେଠାରୁ ପ୍ରଶଂସକମାନେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷା କରି…

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ

ନୂଆଦିଲ୍ଲୀ: ରଣଜୀ ଟ୍ରଫି ୨୦୨୪ର କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଏହାର କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଚାରି ଏଲିଟ ଗ୍ରୁପରୁ ଶୀର୍ଷ ୨ଟି ଟିମ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଶୁକ୍ରବାରଠାରୁୁ କ୍ୱାର୍ଟର ଫାଇନାଲ ମୁକାବିଲା ଆରମ୍ଭ ହେବ । ନିଜ…

ଡନ ୩ରେ କିଆରା ଆଡଭାନୀଙ୍କ ଏଂଟ୍ରି

ମୁମ୍ବାଇ: ଫରହାନ ଅଖତାରଙ୍କ ଡନ ୩ ଫିଲ୍ମରେ କିଆରା ଆଡଭାନୀଙ୍କ ଏଂଟ୍ରି ହୋଇଛି । ପ୍ରଥମ ଥର ପାଇଁ ରଣବୀର ସିଂ ଓ କିଆରା ଯୋଡିଙ୍କୁ ଦର୍ଶକ ଏକତ୍ର ଦେଖିବାକୁ ପାଇବେ । ମେକର୍ସଙ୍କ ପକ୍ଷରୁ ଜାରୀ ଏକ ଭିଡିଓ ମାଧ୍ୟମରେ ଏ ସମ୍ପର୍କରେ ଘୋଷଣା କରାଯାଇଛି । ଗତ ବର୍ଷ ଫରହାନ ଡନ ୩ରେ ରଣବୀରଙ୍କୁ…

ଆଜି ଓଡ଼ିଶା ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଓ ଧର୍ମେନ୍ଦ୍ର

ଭୁବନେଶ୍ୱର:ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ।କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିବାର…

ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ

ମୁମ୍ବାଇ: ଆରପାରିରେ ଅନୁପମା ଫେମ୍ ଅଭିନେତା ଋତୁରାଜ ସିଂ । ୫୯ ବୟସରେ ଆରପାରିକୁ ଚାଲିଗଲେ ଟିଭି ଇଣ୍ଡଷ୍ଟ୍ରିର ଭେଟେରିଆନ ଅଭିନେତା ଋତୁରାଜ ସିଂ । ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ବାସଭବନରେ ଋତୁରାଜଙ୍କ ମୃତ୍ୟୁ ହୋଇଛି । ତେବେ ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।…