ପିତାପଲ୍ଲୀ ଅଣ୍ଡର-ପାସରେ ଦୁଇ ବ୍ରାଉନସୁଗାର ମାଫିଆ ଗିରଫ
ଭୁବନେଶ୍ଵର ; ଇନଫୋଭ୍ୟାଲି ଥାନା ପୁଲିସ ଦୁଇ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଖୋର୍ଧା ଜିଲ୍ଲାର ଶ୍ରୀନିବାସ ବେହେରା ଓରଫ ପିନୁ(୨୦) ଏବଂ ସୁଧାଂଶୁ ଶେଖର ସାହୁ ଓରଫ ଅନିଲ(୨୩)। ପୁଲିସ ସେମାନଙ୍କ ନିକଟରୁ ୧୭.୬୧ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ୍…