Latest Odisha News

BREAKING NEWS

ରାତି ଅଧିଆ ୟୁକ୍ରେନର ଡ୍ରୋନ୍ ଆକ୍ରମଣ: ନଷ୍ଟ ହୋଇଗଲା ଋଷର ୨ଟି କୋଠା

ମସ୍କୋ: ମସ୍କୋ ଉପରେ ହମଲା । ଅଧରାତିରେ ଡ୍ରୋନ୍ ଆଟାକ । ଋଷ ରାଜଧାନୀର ଦୁଇ ଅଫିସ ଟାଓ୍ୱାର ଉପରେ ୟୁକ୍ରେନ ଡ୍ରୋନ୍ ହମଲା କରିଥିବା ବେଳେ ଦୁଇଟି ବ୍ଲକ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କେହି ମୃତାହତ ହୋଇ ନଥିବା ମସ୍କୋ ମେୟର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଗତ…

୫ମ ଟେଷ୍ଟ ପରେ ସେ କ୍ରିକେଟକୁ ଅଲବିଦା କହିବେ ଷ୍ଟୁଆର୍ଟ ବ୍ରଡ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ପେସ ବୋଲର ଷ୍ଟୁଆର୍ଟ ବ୍ରଡ କ୍ରିକେଟରୁ କେବେ ଅବସର ନେବେ ତାହା ଘୋଷଣା କରିଛନ୍ତି । ଆଶେସ ସିରିଜର ୫ମ ଟେଷ୍ଟ ପରେ ସେ କ୍ରିକେଟକୁ ଅଲବିଦା କହିବେ । ମ୍ୟାଚର ତୃତୀୟ ଦିବସ ଖେଳ ଶେଷ ହେବା ପରେ ସେ ଏ ନେଇ ଘୋଷଣା କରିଥିଲେ । ଟେଷ୍ଟ କ୍ରିକେଟରେ ସେ ୬୦୦ ୱିକେଟ ନେବାରେ…

ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି, ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ

ଟାଙ୍ଗୀ: ପ୍ରସିଦ୍ଧ ତନ୍ତ୍ର ପୀଠ ମା’ ଉଗ୍ରତାରାଙ୍କ ମନ୍ଦିରରୁ ଚୋରି । ଗତକାଲି ରାତିରେ ଦୁର୍ବୃତ୍ତମାନେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୂପା ଅଳଙ୍କାର ଲୁଟି ନେଇଛନ୍ତି । ଘଟଣା ସ୍ଥଳରେ ଟାଙ୍ଗି ପୋଲିସ ପହଞ୍ଚି ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ରୋଯ ଘରର…

ଆତଙ୍କୀ ଷଡ଼ଯନ୍ତ୍ର ପଣ୍ଡ, ଅଲ୍-ବଦ୍ର ସହ ଜଡିତ ହାଇବ୍ରିଡ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଆତଙ୍କ ଯୋଜନା ପଣ୍ଡ। ଶନିବାର ଜଣେ ହାଇବ୍ରିଡ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହେଲା କାଶ୍ମୀର ପୋଲିସ। ପୋଲିସ ସୂଚନା ମୁତାବକ ସହରର ବଟମାଲୁ ଅଞ୍ଚଳରୁ ନିଷିଦ୍ଧ ସଂଗଠନ ଅଲ-ବଦ୍ର ସହ ଜଡିତ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀ…

କଶ୍ମୀରର କୁଲଗାମରେ ଯବାନ ଅପହରଣ: କାରରୁ ମିଳିଲା ରକ୍ତ ଛିଟା

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର କୁଲଗାମରେ ଜଣେ ୨୫ ବର୍ଷିୟ ସେନା ଯବାନଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଯବାନଙ୍କ କାରରେ ରକ୍ତ ଛିଟା ଦେଖିବାକୁ ମିଳିଛି ।  ଏନେଇ ଭାରତୀୟ ସେନା ଓ ପୋଲିସ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେଶନ ଚାଲିଛି । ସୂଚନା ଅନୁସାରେ, ଲଦାଖରେ ନିଯୁକ୍ତି…

ମରଣ ମୁହଁରୁ ବର୍ତ୍ତିଗଲେ ଯାତ୍ରୀ: ବଞ୍ଚେଇଦେଲେ RPF କର୍ମଚାରୀ

ଖୋର୍ଦ୍ଧା: ସାହାସିକତା ଦେଖାଇଲେ ଆରପିଏଫ ଷ୍ଟାଫ୍‌। ଜଣେ ରେଳ ଯାତ୍ରୀଙ୍କୁ ମୃତ୍ୟୁ ପଥରୁ ଫେରାଇ ଆଣିଲେ। ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ। ସୂଚନା ଅନୁସାରେ, ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନର ୪ ନଂମ୍ବର ପ୍ଲାଟଫର୍ମରେ ଦୁର୍ଗ-ପୁରୀ ଏକ୍ସପ୍ରେସ ଟ୍ରେନ…

ମଣିପୁରରେ ମିଆଁମାର ଅନୁପ୍ରବେଶକାରୀଙ୍କ ବାୟୋମେଟ୍ରିକ ଯାଞ୍ଚ ଆରମ୍ଭ

ଇମ୍ଫାଲ: ମଣିପୁରରେ ପ୍ରାୟ ତିନି ମାସ ହେବ ହିଂସା ଲାଗି ରହିଛି। ଏବେ ଧିରେ ଧିରେ ସ୍ଥିତି ସୁଧାରିବାକୁ ଚେଷ୍ଟା କରାଯାଉଛି। ରାଜ୍ୟର କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଥମିବାରେ ନାଁ ଧରୁନାହିଁ। ଏହାର ସୁଯୋଗରେ ପଡୋଶୀ ମିଆଁମାର ନାଗରିକମାନେ ଏହି ହିଂସା ପ୍ରଭାବିତ ରାଜ୍ୟରେ ବେଆଇନ…

ଶିଶୁ କବିତା : ରହ ରହ ମେଘ

ପୁଣ୍ୟପ୍ରଭା ଦେବୀ ରହ ରହ ମେଘ ଘଡିଏ ଆଉ ପାଣି ଆଣିବାକୁ ଯାଇଛି ବୋଉ. ଥିବ ସେ ଏଇନା କୂଅ ନିକଟେ ହଇରାଣ ତାକୁ ନକର ବାଟେ l ରହ ରହ ମେଘ ଘଡିଏ ଆଉ ଏତିକି ବେଳେ ତୁ ନସାଧ ଦାଉ ବାପା ଯୋଚୁଥିବେ ବିଲରେ ମହୀ ପାଖରେ ତ ତାଙ୍କ ପକ୍ଷୀଆ ନାହିଁ.। ରହରହ ମେଘ ରହରେ କ୍ଷଣେ ଦାଦା…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌କୁ ଦେଖିବା ମାତ୍ରେ ରାଗିକି କହିଲା “ତୋର ଏମିତି ଛୁଆଳିଆ ଓ ଅପରିପକ୍ୱ ବ୍ୟବହାର କ'ଣ ପାଇଁ ଶୁଣେ!” । “ପ୍ଲିଜ୍‌, ମୋ' କଥା ଟିକେ ଆଗ ଶୁଣ ବ୍ରୋ! ତମେ ଜାଣ ଗୋଟେ ରକ୍‌ଷ୍ଟାର ହେବା ପାଇଁ ମୋ' ଭିତରେ…

ସୁଖନିଦ୍ରା ପାଇଁ ପେଙ୍ଗସୁଇ ଟିପ୍ପ, ଆସନ୍ତୁ ଜାଣିବା…

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭଲ ଭାବେ ନିଦ ନ ହେଲେ ଅନେକ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଅନିଦ୍ରାକୁ ଦୂରେଇ ଦେବା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ତେବେ ପେଙ୍ଗସୁଇରେ ଏଭଳି କିଛି ଉପାୟ ରହିଛି, ଯାହାଦ୍ଵାରା ସୁଖନିଦ୍ରା ଆସିଥାଏ। ସେହି ଉପାୟଗୁଡ଼ିକ…