ଭାଷା ଭାଗବତ : ଜ୍ଞାନର ଅଭାବ
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ତଦୂର୍ଦ୍ଧ୍ବ କି ତହିଁରୁ ବେଶି?
ଲେଖିଲେ ଆମେ ପାଉଁ ଖୁସି
ତାହାକୁ ହେବନାହିଁ ନାଶି
କିପାଇଁ ହେଉନୁ ସାହସୀ ?
ଯାହା ଲୋକେ ପାରଂତି ବୁଝି
ତାହା ଲେଖିବା ପାଇଁ ରାଜି
ହୁଅଂତୁ କବି ଓ ଲେଖକ
ରଖଂତୁ ସ୍ବଭାଷାର ଟେକ
ବୁଝିହେଉନି…