Latest Odisha News

କାଶ୍ମୀରରେ ଛୁଟି କାଟୁଛନ୍ତି ସାରା, ଗରିବ ପିଲାଙ୍କ ସହ ବିତାଉଛନ୍ତି ସମୟ

ମୁମ୍ବାଇ: ଫିଲ୍ମ ‘ଜରା ହଟକେ ଜରା ବଚକେ’ର ସଫଳତା ପରେ ଅଭିନେତ୍ରୀ ସାରା ଅଲି ଖାନ ଏବେ ଖୁବ୍ ଚର୍ଚ୍ଚାରେ । କେତେବେଳେ ମନ୍ଦିର ପରିଦର୍ଶନ କରୁଥିବା ବେଳେ ଆଉ କେତେବେଳେ ଅଟୋ ଓ ଟ୍ରେନ୍‌ରେ ଯାତ୍ରା କରି ଚର୍ଚ୍ଚାକୁ ଆସିଥାନ୍ତି । କାମରୁ ଟିକେ ଫୁରସତ ମିଳିବାରୁ ଏବେ ସେ କାଶ୍ମୀରରେ ଛୁଟି…

ବଢ଼ୁଛି ଚାଉଳ ଦାମ, ଉତ୍ପାଦନ ହ୍ରାସ ପଛର କାରଣ କଣ ?

ନୂଆଦିଲ୍ଲୀ: ଟମାଟୋ ପରେ ଲୋକଙ୍କୁ କନ୍ଦାଇବା ଆରମ୍ଭ କଲାଣି ଚାଉଳ । ବିଶ୍ୱରେ ଏବେ ଚାଉଳ ସଂକଟ ଦେଖା ଦେଇଛି । ଦୁନିଆ ବ୍ୟାପୀ ଚଳିତ ବର୍ଷ କମ୍ ଚାଉଳ ଉତ୍ପାଦିତ ହୋଇଥିବା ବେଳେ ଭାରତ ଚାଉଳ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଫିଚ୍ ସଲ୍ୟୁସନର ରିପୋର୍ଟ ଅନୁସାରେ, ବିଶ୍ୱବ୍ୟାପୀ କମିଛି ଚାଉଳର…

ଘରୋଇ ପିଚରେ ଭାରତୀୟ କ୍ରିକେଟ ଦଳ ଖେଳିବ ୧୬ ଆନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୩ ଓ ୨୪ରେ ଭାରତୀୟ ଦଳ ଘରୋଇ ପରିବେଶରେ ୧୬ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଏଥିରେ ୫ଟି ଟେଷ୍ଟ, ୩ ଦିନିକିଆ ଓ ୮ଟି ଟି୨୦ ମ୍ୟାଚ ଖେଳାଯିବ । ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ।…

୭ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି ମହିଳା, କ’ଣ ଫାଇଦା ମିଳୁଛି ଜାଣନ୍ତୁ

ଇଂଲଣ୍ଡ: ସକାଳେ ଓ ସନ୍ଧ୍ୟାରେ ଘାସ ଉପରେ ଖାଲି ପାଦରେ ଚାଲିବାକୁ ଡ଼ାକ୍ତରମାନେ ପରାମର୍ଶ ଦିଅନ୍ତି । ଏହାଦ୍ୱାରା ଅନେକ ରୋଗ ଦୂର ହୋଇଥାଏ । ଏପରି ଜଣେ ମହିଳା ଅଛନ୍ତି, ଯିଏ ୭ ବର୍ଷ ହେଲା ଖାଲି ପାଦରେ ଚାଲୁଛନ୍ତି । ଜୋତା ଏବଂ ଚପଲ ପିନ୍ଧିବା ବନ୍ଦ କରି ଦେବାରୁ ତାଙ୍କର କ’ଣ ସବୁ ଫାଇଦା…

‘ତୋତେ ଗାଁକୁ ପଠାଇଦେବି,ତୋ କେଶ କାଟିଦେବି’ ଏମିତି କହି ପଲକଙ୍କୁ ଧମକ ଦିଅନ୍ତି ଶ୍ୱେତା

ମୁମ୍ବାଇ: ଉଭୟ ବଡ଼ ଏବଂ ଛୋଟ ପରଦାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ଅଭିନେତ୍ରୀ ଶ୍ୱେତା ତିୱାରୀ । ତାଙ୍କ ଅଭିନୟକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ବଡ ପରଦାରେ ହିଟ୍ ହୋଇ ନ ଥିଲେ ମଧ୍ୟ ଛୋଟ ପରଦାରେ ଜଣେ ପ୍ରମୁଖ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଶ୍ୱେତାଙ୍କ ଝିଅ ପଲକ ତିୱାରୀ ମଧ୍ୟ…

ବୁଧବାର ନା ଗୁରୁବାର ବନକଲାଗି ନୀତି କେବେ ?

ପୁରୀ: ପ୍ରଶାସନ ନା ସେବାୟତ ? କାହା କଥାରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ? ସ୍ୱତଃ ଲିପି ଅନୁସାରେ ହେବ ନା ନାହିଁ । ଦୀର୍ଘ ୨୫ ଦିନ ଧରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇ ପାରନାହିଁ । ବନକଲାଗି ନୀତି ବୁଧବାର ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ହେଲେ ଗୁରୁବାର…

ହରିୟାଣାରେ ବିଜେପି ଉପରେ ଲାଗିଲା ବ୍ୟାନ!

ଭୁବନେଶ୍ୱର: ହରିୟାଣା ବିଜେପିରେ ବଡ଼ ବିଦ୍ରୋହ ଦେଖାଦେଇଛି। ନବମ ଶତାବ୍ଦୀର ଶାସକ ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ଦଳ ଭିତରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣ ପାଇଁ ବିଜେପିର ବହୁ ନେତା ଦଳରୁ ଇସ୍ତଫା ଦେଇଛନ୍ତି।…

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି। ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ…

୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ ହେଲେ ହରମନପ୍ରୀତ

ଦୁବାଇ: ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ମ୍ୟାଚରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ଭାରତୀୟ ମହିଳା ଟିମର ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମଙ୍ଗଳବାର ଆଇସିସି ଆଚରଣ ସଂହିତା ତାଙ୍କୁ ୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ କରିଛି…

ମୃତ୍ୟୁ ବି ଏମିତି ଆସେ : ଶୋଇଥିବା ଅବସ୍ଥାରେ ପାଟିରେ ପଶିଗଲା ବିଷାକ୍ତ ଝିଟିପିଟି ,୩ ବର୍ଷ ବାଳକର ମୃତ୍ୟୁ

ଛତିଶଗଡ: ମୃତ୍ୟୁ ବି ଏମିତି ଆସେ । ସୁସ୍ଥ ସବଳ ପିଲାଟି ଶୋଇଥିଲା । ହଠାତ୍ ଚିତ୍କାର କରିବାରୁ ଘର ଲୋକ ଧାଇଁ ଆସିଲେ । ଦେଖିଲା ବେଳକୁ ପିଲାଟି ପାଟିରେ ପଶିଯାଇଛି ବିଷାକ୍ତ ଝିଟିପିଟି । ଆଉ ଡ଼ାକ୍ତରଖାନା ନେବା ବେଳକୁ ପିଲାଟିର ମୃତ୍ୟୁ ଘଟିଥିଲା । ଛତିଶଗଡ଼ କୋରବାଙ୍କ ବ୍ୟାଙ୍କିମୋଙ୍ଗ୍ରା…