Latest Odisha News

BREAKING NEWS

କବିତା : ଶିଶିର ବିନ୍ଦୁ

ପ୍ରିୟମ୍ବଦା ସାମଲ ଶିଶିର ବିନ୍ଦୁର ଭିଜା ପ୍ରତ୍ୟୁଷରେ ସୁକୁମାରୀ ମନ ଜାଗେ ଚନ୍ଦନ ବନର ବାସନାରେ ଭିଜେ ନବ ସପନର ମଗ୍ନେ। ତାରାଫୁଲ କିଛି ଆକାଶରୁ ପରା ଝରି ପଡିଛି ଆଞ୍ଚଳେ ଶିଶିରର ସ୍ନିଗ୍ଧ ବିନ୍ଦୁ ବିଛୁରିତ ସତେ ପ୍ରଶସ୍ତ କପାଳେ। ହେମନ୍ତ ଆକାଶେ ଚାନ୍ଦଟା ଆଜିକି…

ଦେଶର ସବୁଠାରୁ ଧନୀ ମହିଳା, ଯିଏ ଅମ୍ବାନୀ ଓ ଆଦାନୀକୁ ମଧ୍ୟ ପଛରେ ପକାଇଛନ୍ତି, ଜାଣନ୍ତୁ କିଏ ସେ

ନୂଆଦିଲ୍ଲୀ: ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କୁ ପଛରେ ପକାଇ ବର୍ତ୍ତମାନ ଦେଶର ସବୁଠାରୁ ଧନୀ ମହିଳା ହେଉଛନ୍ତି ସାବିତ୍ରୀ ଜିନ୍ଦଲ। ଚଳିତବର୍ଷ ଜିନ୍ଦଲର ସମ୍ପତି ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଅମ୍ବାନୀ-ଆଦାନୀଙ୍କ ସମେତ ଦେଶର ଅନେକ ଧନୀ ବ୍ୟବସାୟୀଙ୍କୁ ପଛରେ…

ଚଳିତବର୍ଷ ରିଲିଜ୍ ହୋଇଥିବା ୫ ବାୟୋପିକ୍ ଫିଲ୍ମ : କିଛି ଥିଲା ସୁପରହିଟ୍ ତ ଆଉ କିଛି ଫ୍ଲପ୍….

ମୁମ୍ବାଇ : ଆଉ ଦିନ କେଇଟା ପରେ ବିଦାୟ ନେବ ୨୦୨୩  । ଆଉ ପାଦ ଥାପିବ ୨୦୨୪ । ବଲିଉଡରେ ସର୍ବଦା ବାୟୋପିକ୍ ଫିଲ୍ମର ପ୍ରଧାନ୍ୟ କରିଥାଏ  । ଯଦି ଦେଖିବା ୨୦୨୩ ରେ ମଧ୍ୟ ୫ଟି ବାୟୋପିକ୍ ଫିଲ୍ମ ରିଲିଜ୍ ହୋଇଛି  । ଯାହା ମଧ୍ୟରୁ କିଛି ଦର୍ଶନଙ୍କୁ ମତୁଆଲା କରିଥିବାବେଳେ ଆଉ କିଛି ନିରାଶ…

ଭାଷା ଭାଗବତ : ତ୍ରୁଟି ସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ତ୍ରୁଟି ସ୍ବୀକାରି ସଂଶୋଧନ କରିବାକୁ ଇଚ୍ଛୁକ ମନ ଭୁଲ୍‌ କରେନି ବାରଂବାର ଏ ହୁଏ ସ୍ବଭାବ ତାହାର କାମରେ ସବୁ ଭୁଲ୍‌ ପାଇଁ ଅନ୍ୟକୁ କରୁଥିଲେ ଦାୟୀ ହୁଏନି ଭ୍ରମ ସଂଶୋଧନ ଉତ୍‌କ୍ଷିପ୍ତ ହୋଇଥାଏ ମନ 'ଦୁଃଖିତ' କହୁଁ ଭୁଲ୍‌ କରି…

ଦେବଗଡ ପରେ ରାଜଧାନୀରେ ଶିଶୁ ଅପହରଣ: ବାପା କୋଳରୁ ଶିଶୁପୁତ୍ରକୁ ଛଡାଇ ନେଇ ଅପରାଧୀ ଚମ୍ପଟ

ଭୁବନେଶ୍ବର: ରାଜ୍ୟରେ ଅପରାଧୀଙ୍କ ଟାର୍ଗେଟରେ ଯେମିତି ଛୋଟ ଶିଶୁ ପଡିଛନ୍ତି । ନାବାଳିକା ଅପହରଣ, ହତ୍ୟା, ନିଖୋଜ ପରି ଘଟଣାରେ ଯେମିତି ରୋକ ଲାଗି ପାରୁନି । ଦୁଇ ଦିନ ତଳେ ଦେବଗଡ ବଜାରରୁ ସନ୍ଧ୍ୟାରେ ୭ ବର୍ଷର ଝିଅ ପିହୁକୁ ଜେଜେ ମା’ଙ୍କ ଆଖି ସାମ୍ନାରେ ଝାମ୍ପି ନେଇ ଯାଇଥିଲେ…

ବାରମ୍ବାର ଥଣ୍ଡା ହେଉଛି କି? କେମିତି ବଢିବ ରୋଗ ପ୍ରତିରୋଧ ଶକ୍ତି , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଶୀତଦିନେ ସୁସ୍ଥ ରହିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରନ୍ତି  । କିନ୍ତୁ ଶରୀର ସୁସ୍ଥ ରଖିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଜବୁତ୍ ହେବା ନିହାତି ଆବଶ୍ୟକ  । ଯଦି ଆପଣଙ୍କୁ ବାରମ୍ବାର ଥଣ୍ଡା ଲାଗୁ ରହୁଛି  ।  ତେବେ ଏହାର ମୁଖ୍ୟ କାରଣ ହେଉଛି ରୋଗ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅବତାରୀ ଶ୍ରୀଜଗନ୍ନାଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଅବତାରୀ ଶ୍ରୀଜଗନ୍ନାଥଙ୍କ ପୂର୍ଣ୍ଣ ଅବତାର ଶ୍ରୀକୃଷ୍ଣ ପ୍ରଥମେ ବିଭିନ୍ନ ଭାବର ପରିପ୍ରକାଶ ଘଟାଇ ନିଜର ମାଧୁର୍ଯ୍ୟ ଲୀଳାରେ ଅବତୀର୍ଣ ହୋଇଥିଲେ । ଏହି ଭାବ ଗୁଡିକ ମଧ୍ୟରେ, ସlଖ୍ୟଭାବ, ଦାସ୍ୟଭାବ,…

କେରଳ ପରେ ଆଉ ଦୁଇ ରାଜ୍ୟରେ ମିଳିଲା ଜେଏନ-୧ ଭାରିଏଣ୍ଟ; ୯ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବୃଦ୍ଧି

ନୂଆଦିଲ୍ଲୀ: ପୁଣି କଡ ଲେଉଟାଇଲାଣି କରୋନା  । ଡିସେମ୍ବର ୧୧ ତାରିଖରେ ଦେଶରେ କରୋନା ଆକ୍ଟିଭ କେସ ୯୩୮ ଥିବାବେଳେ  ମଙ୍ଗଳବାର ଅର୍ଥାତ ଡିସେମ୍ବର ୧୯ ତାରିଖରେ ଏହି ସଂଖ୍ୟା ବୃଦ୍ଧି ପାଇ ୨ ହଜାରରେ ପହଞ୍ଚି ଯାଇଛି । ଅର୍ଥାତ ୯ ଦିନରେ ଏହାର ସଂଖ୍ୟା ୨ ଗୁଣ ବୃଦ୍ଧି ପାଇଛି । କେରଳରେ ଜେଏନ୧…

ସାବଧାନ ! ଯଦି ଏସବୁ ଜିନିଷ ନବବର୍ଷରେ ଉପହାର ଦେଉଛନ୍ତି…

ନୂଆଦିଲ୍ଲୀ : ବର୍ଷ ସରିବାକୁ ଆଉ ମାତ୍ର ହାତରେ କିଛିଟା ଦିନ  । କିଛି ଦିନ ମଧ୍ୟରେ ବିଦାୟ ନେବାକୁ ଯାଉଛି ୨୦୨୩  । ପାଦ ଥାପିବ ୨୦୨୪। ଆମେ ସାଧାରଣତଃ ଦେଖିଥାଉ ନୂଆବର୍ଷରେ କିଛି ଲୋକ ଶୁଭେଚ୍ଛା ଜଣାଇବା ସହ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ କିଛିଟା ଉପହାର ଦେଇ ଥାଆନ୍ତି। ଉପହାର ଦେବା…

ରାଉରକେଲାରେ ହଇଜା ଆତଙ୍କ: ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ହଜାରେରୁ ଅଧିକ ଆକ୍ରାନ୍ତ

ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଉପର ମୁହାଁ । କମିବାର ନାଁ ଧରୁନି । ଆରଜିଏଚରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ ହଜାରରୁ ଅଧିକ ଆକ୍ରାନ୍ତ…