Latest Odisha News

BREAKING NEWS

ଆକ୍ଟିଙ୍ଗ୍–ମଡେଲିଂ ଲାଇନକୁ ଆସିବା ପୂର୍ବରୁ ସାମ୍ବାଦିକା ଥିଲେ ଜାକଲିନ୍

ମୁମ୍ବାଇ: ବଲିଉଡରେ ଅନେକ ଆଗଧାଡିର ଅଭିନେତ୍ରୀ ରହିଛନ୍ତି  । କିନ୍ତୁ ତାଙ୍କର ହଟ୍ ନେସ୍ , ଆଉ ତାଙ୍କର ନିଆରା ଅନ୍ଦାଜ୍ ତାଙ୍କୁ ସବୁବେଳେ ଦର୍ଶକଙ୍କ ମନରେ ଭିନ୍ନ କରି ରଖିଥାଏ । ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍  । ପ୍ରତିଦିନ ସେ କିଛିନା କିଛି ହଟ୍ ଓ୍ବାଲା ଫଟୋ ସୋସିଆଳ ମିଡିଆରେ…

କେନ୍ଦ୍ରାପଡା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କେରେଡାଗଡରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ କେରେଡାଗଡ ପ୍ରାଥମିକ ବିଦ୍ୟାଳୟ ଏବଂ କେରେଡାଗଡ ଗ୍ରାମ ପଞ୍ଚାୟତରେ ୨ଟି ପାଣି ଟାଙ୍କି ସ୍ଥାପନ କରାଯିବ। ରାଜ୍ୟ…

ଫ୍ରଡ୍ କେସରେ ଫସିଲେ ଗୌରୀ : ନୋଟିସ୍ ପଠାଇଲା ଇଡି

ମୁମ୍ବାଇ : ଯଦି ଆମେ ବଲିଉଡ୍ ର  କିଛି ପପୁଲାର୍ ଯୋଡିଙ୍କ ବିଷୟରେ କହିବା ତେବେ ଶାହରୁଖ୍  ଏବଂ ଗୌରୀଙ୍କ ନାଁ ପ୍ରଥମେ ଆସିବ  । ଅନେକ ସମୟରେ ଉଭୟଙ୍କ ଯୋଡିକୁ ନେଇ ଚର୍ଚ୍ଚା କରାଯାଏ  । କିନ୍ତୁ ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବଢିପାରେ  । ବିବାଦରେ ଛନ୍ଦି ହୋଇଛନ୍ତି  କିଙ୍ଗଖାନଙ୍କ…

ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଫୁସ୍‌ଫୁସ ସଂକ୍ରମଣରେ ପୀଡ଼ିତ…

ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ, ରାଷ୍ଟ୍ରପତିଙ୍କ ଉଦବେଗ, ଧନକଡଙ୍କୁ ଫୋନ କରି ଦୁଃଖ ପ୍ରକାଶ କଲେ ମୋଦୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କୁ ବ୍ୟଙ୍ଗ, ରାଷ୍ଟ୍ରପତିଙ୍କ ଉଦବେଗ । ସଂସଦ ପରିସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ ବ୍ୟଙ୍ଗ କରିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପିତ ମୁର୍ମୁ ତାଙ୍କ ସୋସିଆl ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ,…

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତ୍ରିଦିବସୀୟ କର୍ମକର୍ତ୍ତା ପ୍ରବୋଧନ କର୍ମଶାଳା ଉଦଘାଟିତ

ଭୁବନେଶ୍ବର : ଅଖିଳ ଭାରତୀୟ ସାହିତ୍ୟ ପରିଷଦର ତ୍ରିଦିବସୀୟ କର୍ମକର୍ତ୍ତା ପ୍ରବୋଧନ କର୍ମଶାଳା ଉଦଘାଟିତ ହୋଇଯାଇଛି । ଏହି କର୍ମଶାଳାରେଦେଶର ବିଭିନ୍ନ ପ୍ରାନ୍ତରୁ ୨୫୦ରୁ ଅଧିକ ସାହିତ୍ୟିକ ଅଂଶ ଗ୍ରହଣ କରିଛନ୍ତି । ଋଷି କୁମାର ମିଶ୍ରଙ୍କ ସମ୍ୟକ ସୂଚନା ପ୍ରଦାନ ସହ ଆରମ୍ଭ ହୋଇଥିବା ଏହି…

ଏଡିଜେ କୋର୍ଟ ଦାବୀରେ ଆଜି ୧୨ ଘଣ୍ଟିଆ ଖଡ଼ିଆଳ, ସିନାପାଲି ଓ ବୋଡେ଼ନ ବନ୍ଦ

ନୂଆପଡା: ଆଜି ୧୨ ଘଣ୍ଟିଆ ଖଡ଼ିଆଳ ବିଧାନସଭା ମଣ୍ଡଳୀ ବନ୍ଦ । ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ଦାବୀ ନେଇ ଆଜି ଖଡ଼ିଆଳ, ବୋଡେ଼ନ, ସିନାପାଲି ବ୍ଲକ ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି l ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ସରକାରୀ ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି l …

ଅସଲ ବୁଦ୍ଧି

ଶ୍ରୀମାନ ସର୍ବଗିଳାଙ୍କ ‘ଲଘୁକଥା’ ନାଁ'କୁ ବିକୃତକରି ସମ୍ବୋଧନ କରିବା ଆମ ଓଡ଼ିଆଙ୍କର ଅଭ୍ୟାସ । ସେଇ ନ୍ୟାୟରେ ଆମ ଅଞ୍ଚଳରେ ଚନ୍ଦ୍ରମଣିଙ୍କୁ ଡାକିଥାଉ ଚନ୍ଦରା । ଆଉ ଶୁକଦେବଙ୍କୁ ଶୁକୁଟା । ଗାଁ ପାଖ କଲେଜରୁ ଯୁକ୍ତି ତିନି ପାସ୍ କଲାପରେ-ଚନ୍ଦରା, ଚାକିରୀ ପଛରେ ନଧାଇଁ, ଗାଁ ମୁଣ୍ଡରେ…

ମମତାଙ୍କ ପରେ ତାଙ୍କ ପୁତୁରା ଅଭିଷେକ ହେବେ ଟିଏମସି ମୁଖ୍ୟ, ଜାଣନ୍ତୁ କାହିଁକି ଏପରି କହିଲେ ଟିଏମସି ମୁଖପାତ୍ର କୁନାଲ…

କୋଲକାତା: ୧୯୯୮ରେ ଯେତେବେଳେ ମମତା ବାନାର୍ଜୀ କଂଗ୍ରେସ ଛାଡି ତୃଣମୁଳ କଂଗ୍ରେସ ଗଠନ କରିଥିଲେ, ସେତେବେଳେ କଂଗ୍ରେସର ବହୁ ବଡ ବଡ ନେତା ତାଙ୍କ ସହ ତୃଣମୁଳ କଂଗ୍ରେସରେ ଯୋଗ ଦେଇଥିଲେ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଯେତେବେଳେ ତୃଣମୁଳ କଂଗ୍ରେସ ୨୦୧୧ରେ ବେଙ୍ଗଲରେ କ୍ଷମତା ହାସଲ କଲା,…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ପଞ୍ଚମ ସନ୍ଧ୍ୟା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜନତା ମଇଦାନରେ ଡିସେମ୍ବର ୧୫ ତାରିଖରୁ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ଥିଲା ପଞ୍ଚମ ସନ୍ଧ୍ୟାରେ ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟ ଅଧିନସ୍ଥ ଉନ୍ନୟନ କମିଶନରର…