Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୭୯)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ବୀରା ହସିବାକୁ ଚେଷ୍ଟା କଲା । ତା' ହସଟି ଜୋର ଜବରଦସ୍ତ ହସୁଥିବା ପରି ମଧ୍ୟ ଜଣାପଡ଼ୁଥିଲା । “ସୌଭାଗ୍ୟ ତ ମୋ'ର ସାର୍ । ଅନେକ କୃତଜ୍ଞ ଆପଣଙ୍କ ପାଖରେ । ମତେ ସାଙ୍ଗରେ ଦିଲ୍ଲୀ ନେଇଯିବା ପାଇଁ ଆପଣ ରାଜି…

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍, ଯାତାୟାତ ବଧାପ୍ରାପ୍ତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ନିକଟ NH-୧୬ରେ ଥିବା ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା…

କବିତା : ପ୍ରତୀକ୍ଷା

ପଞ୍ଚାନନ ମିଶ୍ର ମୁଁ ବସି ରହିଥିବି ଏଠି ଏଇ ନଈକୂଳେ ଚାହିଁ ରହିଥିବି ତମ ଫେରିବା ରାସ୍ତାକୁ ନଈ ସେପାରିରୁ । କିଛି ମୂହୁର୍ତ୍ତ ପରେ ଅବଶ୍ୟ ଦିଶିବ ନୌକାଟିଏ ସେ ନୌକାରେ ଜଣେ ଅନିନ୍ଦ୍ୟସୁନ୍ଦରୀ ତୁମ ପରି ଆସୁଥିବ ନୌକା ବାହି ଧୀରେ ଧୀରେ ହାତରେ ଥିବ ଆହୁଲା କାଟି କାଟି ଜଳର…

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡିଙ୍କର ଆଜି ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ ବିଷୟରେ ତାଙ୍କର ପୁଅ ଚାଣ୍ଡି ଓମନ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।…

ଭାଷା ଭାଗବତ : ମୁଖ୍ଯ ଅସୁବିଧା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମତକୁ ନ ଦେଇ ଗୁରୁତ୍ବ ଆମେ ରହିଲେ କର୍ମରତ ହେବା ସମାଧାନର ଅଂଶ ସ୍ବଭାଷା କରିବାନି ଧ୍ବଂସ କେହି ବି ନାହାଂତି ବଇରି ତେବେ ବି ମିଛେ ଡରି ଡରି ପାଳୁଛୁଁ ମନେ କୁଂଠା, ଦ୍ବିଧା ତାହା ହିଁ ମୁଖ୍ଯ ଅସୁବିଧା ଯାହା ଶୁଣଂତି,…

ଧନୀ ହେଉଛି ଓଡ଼ିଶା; ତଥାପି ମାଲକାନଗିିରିରେ ଦାରିଦ୍ର୍ୟ ହାର ୪୫%

ନୂଆଦିଲ୍ଲୀ:ଧନୀ ହେଉଛି ଓଡ଼ିଶା । ରାଜ୍ୟରେ ଗରିବୀ ହାର କମୁଛି । ୫ବର୍ଷ ଭିତରେ ଆସିଛି ବଡ ପରିବର୍ତ୍ତନ । ୫ବର୍ଷର୍ରେ ଓଡ଼ିଶାରେ ୬୨.୬୨ ଲକ୍ଷ ହୋଇଛନ୍ତି ଦାରିଦ୍ର‌୍ୟମୁକ୍ତ । ଏମିତି ରିପୋର୍ଟ ଦେଇଛି ନୀତି ଆୟୋଗ । ସେତିକୁ ନୁହେଁ, ସାରା ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟମୁକ୍ତ ହୋଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅଶୌଚ ବା ଦୁର୍ଘଟଣା ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନୈମିତିକ -ବିଧି ଆଲୋଚନା ପ୍ରସଙ୍ଗରେ ଆଜି ଆମେ ଜାଣିବା ଅଶୌଚ ବା ଦୁର୍ଘଟଣା ଜନିତ ବିଶେଷ ନୀତି ବିଷୟରେ। ପ୍ରଥମେ ଜାଣିବା ଅଶୌଚ କେତେବେଳେ ଶ୍ରୀମନ୍ଦିର ମଧ୍ୟରେ…

କେନ୍ଦ୍ରର ଅଧ୍ୟାଦେଶ: କଂଗ୍ରେସର ସମର୍ଥନ ପରେ ବି କମିନି କେଜ୍ରିଓ୍ବାଲଙ୍କ ମୁଣ୍ଡବିନ୍ଧା

ନୂଆଦିଲ୍ଲୀ: ମେ' ୧୯ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶ ବିଲରେ ଦିଲ୍ଲୀରେ ଗ୍ରୁପ୍-ଏ ଅଧିକାରୀଙ୍କ ବଦଳି ଓ ନିଯୁକ୍ତି କ୍ଷମତା ଏଲଜିଙ୍କ ହାତରେ ରହିବା ଉଦ୍ଦେଶ୍ୟରେ ଆଣିଛନ୍ତି। ଆପ୍ ସରକାର ଏହି ଅଧ୍ୟାଦେଶକୁ 'ପ୍ରତାରଣା' ବୋଲି କହିଛି। କାରଣ ଅଧିକାରୀଙ୍କ ନିୟନ୍ତ୍ରଣ ନେଇ…

ବାହାନଗା ଦୁର୍ଘଟଣା, ସିବିଆଇ ପାଉନି ଷଡ଼ଯନ୍ତ୍ରର ଖିଅ?

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ତିନି ଅଭିଯୁକ୍ତ ଏବେ ଜେଲରେ। ସିବିଆଇ ଏମାନଙ୍କୁ ଗିରଫ କରି ଦୁଇ ଥର ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିଛି। ତେବେ ତୃତୀୟ ଥର ରିମାଣ୍ଡରେ ନନେଇ ଜେଲକୁ ପଠାଇ ଦେଇଛି। ଏହାରି ଭିତରେ ଗିରଫ ଅଭିଯୁକ୍ତ ଅମୀର ଖାନଙ୍କ ଓକିଲ ଲଲାଟେନ୍ଦୁ ପ୍ରଧାନ…

ଗ୍ୟାଙ୍ଗଷ୍ଟାରକୁ ଅପହରଣ ପରେ ହତ୍ୟା ଅଭିଯୋଗ, ୬ ଗିରଫ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ବିଭୁ ପ୍ରସାଦ ସାହୁଙ୍କୁ ଅପହରଣ ଓ ହତ୍ୟା ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରାପଡା ଏସପି ସନ୍ଦୀପ ସମ୍ପତ ମଡକର କହିଛନ୍ତି ଯେ ଏହି ୬ ଜଣ ବ୍ୟକ୍ତି ଗତ ମେ ୩୧ ତାରିଖରେ ଜିଲ୍ଲାର ମାର୍ଶାଘାଇ ଅଞ୍ଚଳର ଭଗବାନପୁର…