ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରାର ୨ୟ ଚରଣ: ଏଥର ଉତ୍ତର ଭାରତ ଉପରେ ଫୋକସ
ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ବିଜେପିକୁ ମାତ ଦେବାପାଇଁ ସଜବାଜ ହେଲାଣି । ଏହିକ୍ରମରେ ଇଣ୍ଡିଆ ମେଣ୍ଟ ସବୁ ରାଜ୍ୟରେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରିଛି । ଏପଟେ କଂଗ୍ରେସ ୨୦୨୪ ଜାନୁଆରୀ ପ୍ରଥମ ସପ୍ତାହରୁ ଭାରତ ଯୋଡୋ ଯାତ୍ରାର ୨ୟ ପର୍ଯ୍ୟାୟ ଆରମ୍ଭ…