Latest Odisha News

BREAKING NEWS

ବାହାନଗା ଟ୍ରେନ ଟ୍ରାଜେଡ଼ି: ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍

ଭୁବନେଶ୍ୱର: ବାହାନାଗା ଟ୍ରେନ ଟ୍ରାଜେଡ଼ି ମାମଲା । ଚନ୍ଦକା ଥାନାରେ ଚହଞ୍ଚିଲେ ସିବିଆଇର ୫ ଜଣିଆ ଟିମ । ଗିରଫ ୩ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ଜୁନ୍‌-୨ ତାରିଖରେ…

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ: ସ୍ୱାମୀ ଫେରାର, ପୋଲିସର ତଦନ୍ତ ଜାରି

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବୌଦ୍ଧ…

ଏମିତି ଏକ ରହସ୍ୟମୟ ସ୍ଥାନ; ଯେଉଁଠିକୁ ଯିବାକୁ ଡରନ୍ତି ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଆପଣ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ କୌଣସି ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦ ପାଇବେ ନାହିଁ? ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ରହିଛି । ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି ନାହିଁ । ଏହିପରି…

ପିଙ୍କ୍ ହ୍ଵାଟ୍ସଆପ୍ ପ୍ରତି ସାବଧାନ ! ଓଡ଼ିଶା ପୋଲିସ ପକ୍ଷରୁ ସଚେତନତା ଜାରି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ସୋସିଆଲ ମିଡିଆର କ୍ରେଜ୍ ଯେତିକି ବଢି ଚାଲିଛି ସେତିକି ସାଇବର ଅପରାଧ ମଧ୍ୟ ଘଟୁଛି। ଲୋକମାନେ ନିଜର ଦୈନନ୍ଦିନ ଜୀବନର ପ୍ରତ୍ୟେକଟି ମୁହୁର୍ତ୍ତକୁ ସୋସିଆଲ ମିଡିଆରେ ନିଜ ବନ୍ଧୁମାନଙ୍କ ସହ ସେୟାର କରନ୍ତି। ଆଉ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀ।…

ଚାଷୀଙ୍କ ସହ ମିଶି ଟ୍ରାକ୍ଟର ଚଲାଇ ଧାନ ଚାରା ରୋପଣ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଚାଷୀଙ୍କ ସହ ମିଶି ଚାଷ କାମ କଲେ ରାହୁଲ ଗାନ୍ଧୀ। କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶିମଲା ଗସ୍ତରେ ଯାଇଛନ୍ତି। ବାଟରେ ସେ ସୋନିପଥରେ ଅଟକି ଯାଇ ହଠାତ୍ ଏକ ଚାଷ ଜମିରେ ପହଞ୍ଚି ଚାଷୀ ଏବଂ ଦିନମଜୁରିଆଙ୍କ ସହ ଆଲୋଚନା କରି ସେମାନଙ୍କ କାମ ବିଷୟରେ ପଚାରି…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ପଞ୍ଚାୟତ ନିର୍ବାଚନରେ ଫୁଟିଲା ଗୁଳି, ପୋଲିଂ ଏଜେଣ୍ଟ ମୃତ

କୋଲକାତା: ଚାଲିଛି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ। ନିର୍ବାଚନ ପାଇଁ ସକାଳୁ ଆରମ୍ଭ ହୋଇଛି ମତଦାନ। ସେପଟେ କିନ୍ତୁ ପଶ୍ଚିମବଙ୍ଗରେ ଦେଖାଯାଇଛି ନିର୍ବାଚନୀ ହିଂସା । କୋଚବିହାରର ଫାଲିମାରିରେ ଗୁଳିମାଡ଼ରେ ପ୍ରାଣ ହରାଇଲେ ପୋଲିଂ ଏଜେଣ୍ଟ ମାଧବ ବିଶ୍ବାସ । ସେହିପରି…

ଚେକିଂ ଓ ବ୍ଲକିଂ ବେଳେ ପୋଲିସ ମାଡ଼ରେ ଦୁଇ ଯୁବକ ଆହାତ

ପାରାଦ୍ଵୀପ: ଅଭୟଚାନ୍ଦପୁର ପୋଲିସ ମାଡ଼ରେ ଦୁଇ ଯୁବକ ଆହାତ। ଆହତ ଯୁବକଙ୍କୁ ଅଠରବାଙ୍କି ମେଡିକାଲ ଭର୍ତ୍ତି କରାଯାଇଥିଲା। ଆହତ ଯୁବକ ହେଲେ ରାକେଶ ବେହେରା, ସତ୍ୟରଞ୍ଜନ ସ୍ଵାଇଁ। ଅଭୟଚାନ୍ଦପୁର ଥାନା ନିକଟରେ ପୋଲିସର ବ୍ଲକିଂ ଚାଲୁଥିବା ସମୟରେ ଘଟିଛି ଘଟଣା। ସୂଚନା ଅନୁସାରେ, ଶୁକ୍ରବାର…

ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ, ୬୧୦୦ କୋଟି ମୂଲ୍ୟର ପ୍ରକଳ୍ପ କରିବେ ଶିଳାନ୍ୟାସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ରାଜ୍ୟ ଗସ୍ତ କରିବେ। ପ୍ରଥମେ ସେ ତେଲେଙ୍ଗାନାରୁ ଯାତ୍ରା ଆରମ୍ଭ କରି ରାଜସ୍ଥାନକୁ ଯିବେ। ତେଲେଙ୍ଗାନାର ୱାରଙ୍ଗଲକୁ ପହଞ୍ଚି ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବେ।…

ମନୀଷ ସିସୋଦିଆଙ୍କ ୫୨ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ତାଙ୍କ ପତ୍ନୀ ଓ ଅନ୍ୟ ୩ଜଣ ଅଭିଯୁକ୍ତଙ୍କର ୫୨.୨୪ କୋଟି ଟଙ୍କା ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସିସୋଦିଆ ଓ ତାଙ୍କ ପତ୍ନୀ ସୀମାଙ୍କ ନାମରେ ଥିବା ୭୦…

ଭାରସାମ୍ୟ ହରାଇ ଟ୍ରେନ୍ ଲାଇନକୁ ମାଡ଼ିଗଲା ବସ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର: ଭାରସାମ୍ୟ ହରାଇ ଟ୍ରେନ ଲାଇନକୁ ମାଡ଼ିଗଲା ବସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଆଜି ଭୋର ସମୟରେ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଲୱେ ଟ୍ରାକ ନିକଟକୁ ବସ ମାଡ଼ି ଯାଇଥିବା ସୂଚନା ମିଳିଛି । ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ବଡ ଦୁର୍ଘଟଣାରୁ…