ଖୋଲାଗଲା ମା’ ସମଲେଇଙ୍କ ହୁଣ୍ଡି ବାକ୍ସ, ମିଳିଲା ପ୍ରେମ ପତ୍ର
ସମ୍ବଲପୁର: “ମା’ ଏବେ ତୁ ହିଁ ଭରସା । ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ । ମୋର ବି କରିଦେ ମା’ । ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି । ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ । ଆମ ଦୁଇ ଜଣଙ୍କ ବାହାଘର କରେଇ ଦେ ମା’” । ଏସବୁ କଥା…