କୃତ୍ରିମ ବନ୍ୟାକୁ ସାମ୍ନା କରିବା ପାଇଁ ଏଆଇର ନୂଆ ଉଦ୍ୟମ : ଏମିତି ଗାଡ଼ି, ଯାହା ପାଣିରେ ଚାଲିବ
ମୁମ୍ବାଇ: ଏବେ ସାରା ଦେଶରେ କୃତ୍ରିମ ବନ୍ୟା ବିତ୍ପାତ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି । ଏହି ବନ୍ୟା ଯୋଗୁ ଘରଦ୍ୱାର ନଷ୍ଟ ହେବାସହିତ ଜୀବନଯାତ୍ରା ବ୍ୟାହତ ହେଉଛି । ଦେଶରେ ମାୟାନଗରୀ ଭାବେ ପରିଚିିତ ମୁମ୍ବାଇରେ ଏହି ଅବସ୍ଥା ଅତ୍ୟନ୍ତ ସଙ୍ଗୀନ । ସାମାନ୍ୟ ବର୍ଷା ହେଲେ ବୁଡିଯାଉଛି ପୁରା…