ମାଟ୍ରିକ ସାର୍ଟିଫିକେଟରେ ନାଁ ଜଣଙ୍କର ଫଟୋ ଆଉ ଜଣଙ୍କର, ଚିନ୍ତାରେ ୬୯ ଛାତ୍ରଛାତ୍ରୀ
କଟକ: ସାର୍ଟିଫିକେଟରେ ନାଁ ଜଣଙ୍କର ଫଟୋ ଆଉ ଜଣଙ୍କର। ମାଟ୍ରିକ ପରୀକ୍ଷା ପାସ କରିଥିବା ଗୋଟିଏ ସ୍କୁଲର ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟରେ ଏଭଳି ଏକ ତ୍ରୁଟି ଦେଖିବାକୁ ମିଳିଛି। ୬୯ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ପାଇଁ ଆବେଦନ କରିବାକୁ ଯାଇ ଏବେ ସମସ୍ୟାର…