Latest Odisha News

BREAKING NEWS

ବ୍ରେକ୍‌ଅପ୍ ପରେ ଏକାଠି ନଜର ଆସିଲେ ଟାଇଗର-ଦିଶା

ମୁମ୍ବାଇ: ବ୍ରେକ୍‌ଅପ୍ ପରେ ପୁଣି ଏକାଠି ନଜର ଆସିଲେ ଅଭିନେତା ଟାଇଗର ଶ୍ରଫ ଓ ଅଭିନେତ୍ରୀ ଦିଶା ପଟାନୀ । ନିକଟରେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଦିଶା ଓ ଟାଇଗରଙ୍କୁ ଏକାଠି ଦେଖିବାକୁ ମିଳିଛି । ସେମାନଙ୍କ ବ୍ରେକ୍‌ଅପ୍ ପରେ ପ୍ରଥମଥର ପାଇଁ ସର୍ବସାଧାରଣରେ ଏକାଠି ନଜର ଆସିଛନ୍ତି । ଏହାର…

ସର୍ଜନଶୀଳ ବ୍ୟକ୍ତି ହିଁ ସମାଜର ପରିବର୍ତ୍ତନ ଆଣିପାରିବେ: ଗୋଆ ରାଜ୍ୟପାଳ

ଭୁବନେଶ୍ୱର: ସର୍ଜନଶୀଳ ବ୍ୟକ୍ତିମାନେ ହିଁ ସମାଜର ପରିବର୍ତ୍ତନ ଆଣିପାରବେ ବୋଲି ଗୋଆ ରାଜ୍ୟପାଳ ପିଏସ୍‍ ଶ୍ରୀଧରନ୍‍ ପିଲାଇ କହିଛନ୍ତି । ରବିବାର କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ୧୭ତମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପିଲାଇ କହିଲେ, ଆମ ଦେଶର ମୂଳ ସଂସ୍କୃତି…

ନିଆରା ଢଙ୍ଗରେ ଡ଼ାକ୍ତର ଦିବସ ପାଳିତ, ବଜରଙ୍ଗବାଲି ହେଲେ ଡ଼ାକ୍ତର

ମଧ୍ୟପ୍ରଦେଶ: ଜାତୀୟ ଡାକ୍ତର ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କିନ୍ତୁ ମଧ୍ୟପ୍ରଦେଶର ଏକ ହନୁମାନ ମନ୍ଦିରରେ ଏକ ନିଆରା ଢଙ୍ଗରେ ଡ଼ାକ୍ତର ଦିବସ ପାଳିତ ହୋଇଯାଇଛି । ଭକ୍ତମାନେ ବଜରଙ୍ଗବାଲିଙ୍କୁ ଡାକ୍ତରଙ୍କ ପୋଷାକ  ପିନ୍ଧାଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ…

ଡନ ୩ରେ ଶାହାରୁଖଙ୍କ ସ୍ଥାନରେ ଅଭିନୟ କରିବେ ରଣବୀର !

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଉପରେ ଆଧାରିତ ଫରହାନ ଅଖତାରଙ୍କ ଡନ ଫିଲ୍ମର ତୃତୀୟ ସଂସ୍କରଣ ନେଇ ବିଭିନ୍ନ ଖବରମାନ ପ୍ରକାଶ ପାଉଛି । ଶାହାରୁଖ ଖାଁ ଅଭିନୀତ ପ୍ରଥମ ୨ଟି ସଂସ୍କରଣ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ କିନ୍ତୁ ଶାହାରୁଖଙ୍କ ବଦଳରେ ରଣବୀର ସିଂ ଡନ ହେବେ ବୋଲି ଜଣାପଡିଛି । ୬…

୨ ଟ୍ରକ୍ ମଝିରେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ

ଅନୁଗୁଳ: ଟ୍ରକ୍ ନେଲା ୨ ଜୀବନ । ଦୁଇ ଟ୍ରକ୍ ମଝିରେ ଚାପି ହୋଇ ପ୍ରାଣ ହାରିଲେ ସ୍ୱାମୀ, ସ୍ତ୍ରୀ । ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ସ୍ୱାମୀ, ସ୍ତ୍ରୀ ବାଇକ୍ ଯୋଗେ ଯାଉଥିଲେ । ସେହି…

ସ୍ୱାଭାବିକ ହେବ ମୌସୁମୀ, ୫ରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇଥିଲେ ମଧ୍ୟ ଗୁଳୁଗୁଳି ଲାଗି ରହିଛି । ମୌସୁମୀର ନିମ୍ନଚାପ ରେଖା ସ୍ୱାଭାବିକ ଠାରୁ ଦକ୍ଷିଣରେ ରହିଥିବାରୁ ଆଗାମୀ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ହୋଇପାରେ । ଘଡ଼ଘଡ଼ି ବର୍ଷା ନେଇ…

ଓଡ଼ିଶା ସରକାର ଲାଗୁ କଲେ ନୂଆ ଆପାର୍ଟମେଣ୍ଟ ଆଇନ୍

ଭୁବନେଶ୍ୱର: ନୂଆ ଆପାର୍ଟମେଣ୍ଟ ଆଇନକୁ ରାଜ୍ୟ ସରକାର ଲାଗୁ କରିଛନ୍ତି । ରାଜ୍ୟ ସରକାର ଆଣିଥିବା ଆପାର୍ଟମେଣ୍ଟ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ୱନରସିପ୍ ଆକ୍ଟ ୧୯୮୨ ପରିବର୍ତ୍ତେ ନୂଆ ଆଇନ୍ କାର୍ଯ୍ୟକାରୀ ହେବ ।…

ଭାରତରେ ଅଛି ଛୋଟ ଆମେରିକା ! ବିଦେଶରୁ ବୁଲିବାକୁ ଆସନ୍ତି ଲୋକେ

ଓଡ଼ିଶା ସମ୍ୱାଦ ବ୍ୟୁରୋ: ପ୍ରତିବର୍ଷ ଆମେରିକାରେ ଥିବା ଉଟାର ବ୍ରାଇସ କ୍ୟାନନ ସିଟିକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ଏଠାରେ ଥିବା ଲାଲ ରଙ୍ଗର ପଥର କୌଣସି ରହସ୍ୟଠାରୁ କମ୍ ନୁହେଁ। କିନ୍ତୁ ଆମେରିକା ଭଳି ଭାରତର ମଧ୍ୟପ୍ରଦେଶରେ ଏପରି କିଛି ସମାନ ପଥର ଏବଂ ଗୁମ୍ଫା…

କ୍ରୀଡ଼ା ଖବରରେ ଲୁଚି ରହିଥାଏ ଏକ ଭିନ୍ନ ପ୍ରେରଣା: ଶ୍ରାବଣୀ

ଭୁବନେଶ୍ୱର: ଆମେ ଭାବୁ ଯେ ସାମ୍ବାଦିକତା କେବଳ ଖବର ସଂଗ୍ରହ କରି ତାହାକୁ ପ୍ରକାଶ କରିବା । କ୍ରୀଡ଼ା ସାମ୍ବାଦିକମାନେ ଖେଳ ବିଷୟରେ ଲେଖନ୍ତି । କିନ୍ତୁ ଏହି ଲେଖା ଭିତରେ ଲୁକ୍କାୟିତ ହୋଇ ରହିଥାଏ ଏମିତି କିଛି ପ୍ରେରଣା, ଯାହା ଛୋଟପିଲା ଓ ଯୁବବର୍ଗଙ୍କୁ ବେଶ ପ୍ରଭାବିତ କରିଥାଏ ବୋଲି…

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର

ମୁମ୍ବାଇ: ଶରଦ ପାୱାରଙ୍କ ଏନସିପିକୁ ଝଟକା । ଏନଡିଏରେ ସାମିଲ୍ ହେଲେ ଅଜିତ୍ ପାୱାର । ହେଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ଝଟକା ଦେଇ ୨୯ ଏନସିପି ବିଧାୟକଙ୍କ ସହ ଅଜିତ୍ ପାୱାର ଏନଡିଏରେ ମିଶିଛନ୍ତି । ଅଜିତ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୯ ଏନସିପି ବିଧାୟକ…