Latest Odisha News

BREAKING NEWS

ଧସିଲା ବୈତରଣୀ ନଦୀବନ୍ଧ , ଆତଙ୍କିତ ସ୍ଥାନୀୟ ଲୋକେ

ଭଦ୍ରକ : ୨ ଶହ ଫୁଟ ଧସିଲା ବୈତରଣୀ ନଦୀର ନଦୀବନ୍ଧ | ଆତଙ୍କିତ ଅବସ୍ଥାରେ ଷାଠିବାଙ୍କୁଡା ଓ ବୋଡକ ୨ଟି ଗାଁର ନଦୀକୂଳିଆ ଲୋକ | ଭଦ୍ରକ ଜିଲ୍ଲା ଆରଡ଼ି ଷାଠିବାଙ୍କୁଡା ଠାରେ ବୈତରଣୀ ନଦୀର ନଦୀବନ୍ଧ ଧସିଛି | ନିମ୍ନମାନର କାମ ପାଇଁ ୧୫ ଦିନରେ ନଦୀବନ୍ଧ ଧସିଥିବା ସ୍ଥାନୀୟଲୋକଙ୍କ ଅଭିଯୋଗ |…

ଚିନ୍ତା ବଢ଼ାଇଲା ଋଣ ଭାର: ଝୁଲି ପଡ଼ିଲେ ଦମ୍ପତି

ପୁରୀ : ଋଣ ଭାର ସହି ନପାରି ଝୁଲି ପଡ଼ିଲେ ଦମ୍ପତି । ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା। ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଦୁହେଁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ହେଲେ ୫୮ ବର୍ଷୀୟ ବାନାମ୍ବର ବେହେରା ଏବଂ ୫୩ ବର୍ଷୀୟ ବନିତା…

କାହିଁକି ଭାରତର ୧୧ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ କଲା ଟ୍ୱିଟର ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଏଲୋନ୍ ମସ୍କ ଟ୍ୱିଟରର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ପ୍ଲାଟଫର୍ମକୁ ଉନ୍ନତ କରିବା ଲାଗି କୌଣସି ପଥ ଛାଡି ନାହାଁନ୍ତି। ପ୍ଲାଟଫର୍ମରେ ଘଟୁଥିବା କିଛି ଭୁଲ ଘଟଣାକୁ ରୋକିବା ପାଇଁ ଏପ୍ରିଲ୍ ୨୬ ରୁ ମେ ୨୫ ମଧ୍ୟରେ ଭାରତରେ ଚାଲୁଥିବା ୧୧ ଲକ୍ଷରୁ ଅଧିକ ଆକାଉଣ୍ଟ…

ଅଭୁଲା ଗୀତ : ପରଦେଶୀ ବନ୍ଧୁ ତୁମେ

ସଙ୍ଗୀତ : ଅକ୍ଷୟ ମହାନ୍ତି ଗାୟନ: ସିପ୍ରା ବୋଷ ଗୀତ : ଦେବଦାସ ଛୋଟରାୟ ଚଳଚ୍ଚିତ୍ର : କିଏ କାହାର, ୧୯୬୮ ପରଦେଶୀ ବନ୍ଧୁ ତୁମେ ପରଦେଶୀ ବନ୍ଧୁ ତୁମେ ଯିବ ଉଡ଼ିଉଡ଼ିକି ଯିବ ଉଡ଼ିଉଡ଼ିକି କିମ୍ପାଇଁ ବାନ୍ଧିଲି ମନ ମିଛେ ତୁମ କତିରେ କିମ୍ପାଇଁ ବାନ୍ଧିଲି ମନ ମିଛେ…

ଫ୍ରାନ୍ସ ହିଂସାରେ ୨୦୦ ପୋଲିସ ଆହତ, ୧୩୦୦ ଗିରଫ; ଜାରି ରହିଛି ହିଂସାତ୍ମକ ପ୍ରଦର୍ଶନ

ପ୍ୟାରିସ: ପୋଲିସ ଗୁଳିରେ ୧୭ ବର୍ଷର ନାହେଲଙ୍କ ଜୀବନ ଯିବା ପରେ ଫ୍ରାନ୍ସରେ ଭୟଙ୍କର ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଛି। ଆଜକୁ ପାଞ୍ଚଦିନ ହେଲା ଫ୍ରାନ୍ସରେ ଥମୁନି ବ୍ୟାପକ ହିଂସା। ଅଶାନ୍ତ ହେବାରେ ଲାଗିଛି ଫ୍ରାନ୍ସ, ମାଡି ଚାଲିଛି ହିଂସା। ପ୍ୟାରିସ ସମେତ ଅନେକ ବଡ଼ ସହରରେ ଅଗ୍ନିକାଣ୍ଡ…

ଶିଶୁ ଗଳ୍ପ : ରୋହନର ଠାକୁର ଦେଖା

କୁଞ୍ଜବିହାରୀ ସାହୁ  ରଥଯାତ୍ରାର ସମୟ । ତିନି ରଥରେ ତିନି ଦିଅଁଙ୍କର ସୁନାବେଶ ଦେଖିବାକୁ ରୋହନ ବାପାଙ୍କ ପାଖରେ ଅଳି କଲା । ଛୁଟି ହେତୁ ରାେହନର ବାପା ହଁ କହିଲେ । ହଁ ସିନା କହିଦେଲେ,ଏତେ ଭିଡ଼ରେ ଯିବାକୁ ମନ ବଳିଲାନି ରୋହନ ବାପାଙ୍କର । କିଛି ସମୟ ଚୁପ୍ ରହିଲେ ।ଏତିକିବେଳେ…

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ ସିଡ଼୍‌ର କଥା ବୁଝିବା ପାଇଁ ରୋହାନ୍‌କୁ ଟିକେ ସମୟ ଲାଗିଲା । ମାତ୍ର ଯେତେବେଳେ ସେ ବୁଝି ପାରିଲା, ସର୍ବପ୍ରଥମେ ସେ ମୁହଁ ବୁଲେଇ ବୀରା ଆଡ଼କୁ ଚାହିଁଲା । ଖାସ୍ ଏଇୟା ଜାଣିବା ପାଇଁ ଯେ ସିଡ଼୍‌ର ପ୍ରଶ୍ନ ବୀରା…

ବର୍ଷା ପରେ ଅସହ୍ୟ ଗୁଳୁଗୁଳି; ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର: ବର୍ଷା ସତ୍ତ୍ୱେ ଗୁଳୁ ଗୁଳିରୁ ତ୍ରାହୀ ନାହିଁ। ତା ସାଂଗକୁ ଲୋ ଭୋଲ୍‌ଟେଜ୍ ଓ ବାରମ୍ବାର ବିଦ୍ୟୁତ କାଟ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁ ରାଜ୍ୟରେ ବର୍ଷାର ମାତ୍ରା କମିଛି। ବର୍ଷା କମିବା ଫଳରେ ଖରା ଓ…

ରତ୍ନ ବେଦିରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ : ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ l ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଏବେ ବଡ଼ ଦେଉଳର ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜିଠୁ ପୁଣି ଶ୍ରୀମନ୍ଦିରରେ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି ନୀତିକାନ୍ତି । ଆଜି ସକାଳେ…

ଟାଟା ପାୱାର ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ, ସୋମବାରଠାରୁ ବିଦ୍ୟୁତ୍ ଶ୍ରମିକଙ୍କ ଧାରଣା

ଭୁବନେଶ୍ୱର: ଟାଟା ପାୱାର ବିରୋଧରେ ଆନ୍ଦୋଳନ କରିବ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ। ବିଭିନ୍ନ ସମସ୍ୟା ଓ ଦାବିକୁ ନେଇ ସୋମବାରଠାରୁ ଧାରଣାରେ ବସିବେ ବିଦ୍ୟୁତ୍ ଶ୍ରମିକ। ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଡାକରାରେ ଟିପିସିଓଡିଏଲ୍ ମୁଖ୍ୟ ଦପ୍ତର ସମ୍ମୁଖରେ ଶ୍ରମିକମାନେ ଧାରଣାରେ…