Latest Odisha News

BREAKING NEWS

ଆପଣ ଜେଉଠ ଫଳ ଖାଇଛନ୍ତି କି? ଜାଣନ୍ତୁ ଏହାକୁ ଖାଇଲେ କେଉଁ ରୋଗରୁ ମିଳିବ ଉପଶମ

ଭୁବନେଶ୍ଵର: ଆପ୍ରିକଟ ବା ଜେଉଠ ଫଳ । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ସ୍ଵାଦିଷ୍ଟ । ଏହି ଫଳ ବିଷୟରେ ବହୋତ କମ୍ ଲୋକ ଜାଣନ୍ତି । କିନ୍ତୁ ଶରୀର ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ଏହି ଫଳ । ଏଥିରେ ଭିଟାମିନ୍ ଏ, ବି, ସି, ଏବଂ ଇ ପ୍ରଚୁର ପରିମାଣରେ ମିଳିଥାଏ । ଏହା…

ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ କରିବେ ଅକ୍ଷୟ କୁମାର

ମୁମ୍ବାଇ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଘଟିଥିବା ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରାଯିବ । ଏହି ଫିଲ୍ମଟିକୁ ଖୋଦ୍ ବଲିଉଡ଼ର ଖିଲାଡ଼ି ତଥା ଆଗଧାଡ଼ିର ଅଭିନେତା ଅକ୍ଷୟ କୁମାର ନିର୍ମାଣ କରିବେ ବୋଲି ଜଣାଯାଇଛି । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି ।…

ସୁଟ୍‌କେସ୍ ଉପରେ ବସି ପୂରା ଟର୍ମିନାଲ୍ ବୁଲିଲେ ଶିଳ୍ପା

ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନଙ୍କ ବିମାନବନ୍ଦରର ଲୁକ୍ ଅଧିକାଂଶ ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଲୋକମାନେ ବି ଏହାକୁ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି । ନିକଟରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କର ବିମାନବନ୍ଦର ଲୁକ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।…

ଡବଲ ଡେକର ସାଇକେଲ ଚଲାଉଛନ୍ତି ବୃଦ୍ଧ: ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଅଜବ ଭିଡ଼ିଓ ସବୁ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବୃଦ୍ଧ ସାଇକେଲରେ ଷ୍ଟଣ୍ଟ୍ ଦେଖାଉଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି…

ଫିଲ୍ମ ଆନିମଲକୁ ମିଳିଲା ଏ ସାର୍ଟିଫିକେଟ, କଟିଲା ୫ ସିନ୍‌

ମୁମ୍ବାଇ : ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ଆନିମଲ ଏବେ ଖୁବ୍ ଚର୍ଚ୍ଚାରେ । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଚଳଚ୍ଚିତ୍ର ଆନିମଲ ଏ ସାର୍ଟିଫିକେଟ ସହିତ ସେନସର ବୋର୍ଡ ଦ୍ୱାରା ପାସ ହୋଇଛି । ତଥାପି ସିବିଏଫସି ୫ ଟି ସିନ କାଟିବ । ସେନ୍ସର ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ…

ପ୍ରୋସେଶନରେ ଟଙ୍କା ଉଡାଇଲେ କଟିବ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ

ନୂଆଦିଲ୍ଲୀ: ବରଯାତ୍ରୀ ପ୍ରୋସେଶନରେ ଟଙ୍କା ଉଡ଼ାଇଲେ କଟିକ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ । ଯାହା ଲୋକଙ୍କ ବିଶ୍ୱାସ ଯୋଗ୍ୟ ନୁହେଁ । ଦିଲ୍ଲୀ ପୋଲିସ ଏହି ନିୟମ କରିବା ସହ ନିକଟରେ ଲକ୍ଷ ଲକ୍ଷ ଟଙ୍କାର ଇ-ଚାଲାଣ ବି କାଟିଛି । ନିକଟରେ ରାସ୍ତାରେ ଷ୍ଟଣ୍ଟକରୁଥିବା ବାଇକ ଏବଂ କାରର ଭିଡିଓ…

ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି କ୍ଷୀର, ଲୋକେ ବୋହିନେଲେ

ମୋରଦାବାଦ: ହ୍ୟାଣ୍ଡ ପମ୍ପରୁ ପାଣି ବଦଳରେ ବାହାରୁଛି କ୍ଷୀର । ଏହା ପଡ଼ିବା ପରେ ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ହେଲେ ଉତ୍ତରପ୍ରଦେଶର ମୋରାଦାବାଦର ବିଲାରୀ ପୋଲିସ ଷ୍ଟେଶନ ଅଞ୍ଚଳରୁ ଏମିତି ଏକ ଅଜବ ଖବର ସାମ୍ନାକୁ ଆସିଛି । ଏଠାରେ ସରକାରୀ ହ୍ୟାଣ୍ଡ ପମ୍ପରୁ କ୍ଷୀର ବାହାରୁଛି । ଏହି…

ରାଜଧାନୀରୁ ୧୦ ଚୋରୀ ସାଇକେଲ ଜବତ, ୨ ଗିରଫ

ଭୁବନେଶ୍ବର: ରାଜଧାନୀର ବଡଗଡରେ ଅଞ୍ଚଳରେ ଅଭିନବ ଉପାୟରେ ସାଇକେଲ ଚୋରୀ । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ରାକେଶ ବେହେରା ଓରଫ ପୋଡ ଓ ଶିବ ବେହେରା । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବଡଗଡ ଥାନା ପୋଲିସ । ସୂଚନା ମୁତାବକ,…

ମ୍ୟାକ୍ସୱେଲଙ୍କ ଶତକ ଆଗରେ ଫିକା ପଡିଲା ରିତୁରାଜଙ୍କ ବିସ୍ଫୋରକ ବ୍ୟାଟିଂ, ପୁଣି ଟିମ ଇଣ୍ଡିଆକୁ କଲବଲ କଲା ଅଷ୍ଟ୍ରେଲିଆ

ଗୌହାଟୀ: ତୃତୀୟ ଟି୨୦ ମ୍ୟାଚରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଲରେ ଅଷ୍ଟ୍ରେଲିଆ ୫ ୱିକେଟରେ ଭାରତକୁ ପରାସ୍ତ କରିଛି । ୨୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବେଳେ ଅଷ୍ଟ୍ରେଲିଆକୁ ଶେଷ ଓଭରରେ ୨୨ ରନ ଆବଶ୍ୟକ ହେଉଥିଲା । ପ୍ରସିଦ୍ଧ କ୍ରିଷ୍ଣାଙ୍କ ଓଭରରେ ଅଷ୍ଟ୍ରେଲିଆ ଏହାକୁ…

ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗା ଘଟଣାରେ ୨ ଗିରଫ

ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ । ରାଉରକେଲା ଠାରୁ ପୁରୀକୁ ଯାତ୍ରା କରୁଥିବା ସେମି ହାଇ ସ୍ପିଡ୍ ଟ୍ରେନ୍, ବନ୍ଦେ ଭାରତ ଏକ୍ସପ୍ରେସକୁ ଗତ ରବିବାର ସନ୍ଧ୍ୟାରେ ପଥର ଫିଙ୍ଗି ୱିଣ୍ଡୋ ପେନ୍ ନଷ୍ଟ କରିବା ଅଭିଯୋଗରେ…