ଆଳିରେ ବିଦ୍ୟୁତ କାର୍ଯ୍ୟାଳୟକୁ ଅଣ୍ଡା ମାଡ, ୨୭ରେ ରାଜ୍ୟବ୍ୟାପୀ ଆନ୍ଦୋଳନର ଡାକରା ଦେଲା କଂଗ୍ରେସ
କେନ୍ଦ୍ରାପଡ଼ା: ବାରମ୍ବାର ବିଦ୍ୟୁତ କାଟ ଓ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କ ଦାୟିତ୍ୱହୀନ ବୟାନକୁ ନେଇ କଂଗ୍ରେସ କର୍ମୀମାନେ ବୁଧବାର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗର ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି…