ବେଆଇନ ଦେଶୀ ଓ ବିଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଞ୍ଚଳରେ ଚଢାଉ ବେଳେ ବେଆଇନ ମଦ ଜବତ । ଘଟଣାରେ ଜଣେ ଗିରଫ । ଅଭିଯୁକ୍ତଙ୍କ ଘର ସାତକଣିଆ ଗ୍ରାମରେ ହୋଇଥିବାବେଳେ, ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।
ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବରପାଇ ବାଲିଅନ୍ତା ଥାନା…