ଅନ୍ୟ ଧର୍ମର ପୁଅ ସହ କଥା ହେବାରୁ ଝିଅକୁ କୀଟନାଶକ ଖୁଆଇ ହତ୍ୟା କଲା ବାପ
ଥିରୁଅନନ୍ତପୁରମ: ରକ୍ଷକ ସାଜିଲା ଭକ୍ଷକ । ଅନ୍ୟ ଧର୍ମର ଜଣେ ପୁଅ ସହିତ କଥାବାର୍ତ୍ତା ହେଉଥିବାରୁ ଝିଅକୁ ଜବରଦସ୍ତ କୀଟନାଶକ ଖୁଆଇ ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେରଳରେ । ଘଟଣାରେ ଅଭିଯୁକ୍ତ ବାପାକୁ ଗିରଫ କରିଛି ଅଲୁବା ପଶ୍ଚିମ ପୋଲିସ ।
କେରଳର…